ଷ୍ଟାର୍ପ୍ଲସର ଲୋକପ୍ରିୟ ଧାରାବାହିକ ‘କୁଲ®ି କୁମାର୍ ବାଜେୱାଲା’ରେ କୁଲ®ି ଚରିତ୍ରରେ ଅଭିନୟ କରୁଥିବା ଶିଶୁ କଳାକାର ଆକୃତି ଶର୍ମା ନିଜର ଭୋଳାପଣ, ସ୍ୱର ଏବଂ ମନମୁU କର ଅଭିନୟ ପାଇଁ ଆଜି ଘରେ ଘରେ ପରିଚିତ । ଦିଲ୍ଲୀରୁ ମୁମ୍ବାଇକୁ ନିଜ ଯାତ୍ରା ଆରମ୍ଭ କରିଥିବା ଆକୃତି ୮ ମାସ ପୂର୍ବରୁ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । କିନ୍ତୁ ଏବେ କୁଲ®ିଙ୍କ ଅଭିନୟକୁ ମିଳିଛି ଆଉଏକ ନୂଆ ମୋଡ଼ । ଶୁଣିବାକୁ ମିଳିଛି, ଆକୃତିଙ୍କୁ ମିଳିଛି ଫିଲ୍ମି ଅଫର୍ । ମାତ୍ରା କିଛି ମାସର ଅଭିନୟ ଯାତ୍ରା ମଧ୍ୟରେ ଏହି ଅଫର୍ ମଳିବା ଆକୃତିଙ୍କ ପାଇଁ ଏହା କୌଣସି ଛୋଟ କଥା ନୁହେଁ । ମାତ୍ର ଆକୃତିଙ୍କ ମା’ ଏହି ଅଫର୍କୁ ମନା କରିଦେଇଛନ୍ତି । ସେ କହିଛନ୍ତି, ‘ଆକୃତି ଏବେ ଛୋଟ ଅଛି ଧାରାବାହିକ, ଫିଲ୍ମ ଓ ପାଠପଢା ଭାର ତା’ ଉପରେ ପକାଇବା ଆନ୍ଦୋ ଉଚିତ୍ ନୁହେଁ । ଏବେ କେବଳ ସେ ଧାରାବାହିକ ଏବଂ ନିଜ ପାଠ ପଢା ପ୍ରତି ଧ୍ୟାନ ଦେବ ।