– ଖଣ୍ଡିଏ କପଡାକୁ ବଳିତା କରି ମହୁରେ ବୁଡାଇ ନିଆଁରେ ଜଳାଇଲେ ଯଦି କପଡାଟି ଜଳିଯାଏ, ତେବେ ଏହା ଉକୃଷ୍ଟ ମହୁ ବୋଲି ଜଣାଯିବ ।
– ବିଶୁଦ୍ଧ ମହୁକୁ କାଗଜରେ ରଖିଲେ କାଗଜ ମିଳେଇ ଯାଏନାହିଁ ।
– ଯେକୌଣସି ନୋଟ୍ରେ ବିଶୁଦ୍ଧ ମହୁକୁ ଢ଼ାଳି ଟଙ୍କାକୁ ନିଆଁରେ ଦେଖାଇଲେ ଟଙ୍କା ଜଳେ ନହିଁ ।
– ବିଶୁଦ୍ଧ ମହୁ କେବେ ବସେ ନାହିଁ ଏବଂ ବାସନାରୁ ହିଁ ମହୁର ଶୁଦ୍ଧତା ଜଣାପଡିଥାଏ ।
– ମହୁର ଶୁଦ୍ଧତା ବିଷୟରେ ଜାଣିବାକୁ ହେଲେ, ମହୁକୁ ଚର୍ମରେ ଲଗାଇ ପାଖାପାଖି ୧୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଯଦି ଜ୍ୱଳନ ହୁଏ ତେବେ ଜାଣିବେ ମହୁଟି ଶୁଦ୍ଧ ।
Prev Post