ସମ୍ବଲପୁର,୨୫/୯ : (ଓଡିଶା ଖବର) – ଓଡିଶାର ସର୍ବଶ୍ରେଷ୍ଠ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଏହାର ସମ୍ବଲପୁର ଶାଖାର ୧୧ ତମ ଜନ୍ମବାର୍ଷିକୀ ଗତ ୨୫ ତାରିଖ ଗୁରୁବାର ଦିନ ବହୁ ସଂଖ୍ୟକ ଶୁଭେଛୁ,ଗ୍ରାହକ ତଥା ଅନେକ ମାନ୍ୟଗଣ ବ୍ୟକ୍ତିଙ୍କ ଉପସ୍ଥିତିରେ ଧୁମ ଧାମରେ ପାଳନ କରାଯାଇଛି | ସାରା ରାଜ୍ୟରେ ଅଳଙ୍କାର କ୍ଷେତ୍ରରେ ଉନ୍ନତମାନର ସେବା ଯୋଗାଇ ପ୍ରଶଂସା ସାଉଁଟୁଥିବା ଅରୁନ୍ଧତୀ ଜୁଏଲର୍ସ ଦୀର୍ଘ ୧୧ ବର୍ଷ ଧରି ସମ୍ବଲପୁର ବାସୀଙ୍କ ଚାହିଦା ମୁତାବକ ସୁନ୍ଦର ଡିଜାଇନର ଗହଣା ,ଶ୍ରେଷ୍ଠ ଆତିଥେୟତା ଓ ସେବା ଯୋଗାଇଦେଇ ସମ୍ବଲପୁରବାସୀଙ୍କ ପ୍ରଥମ ପସନ୍ଦଯୋଗ୍ୟ ଓ ଭରସାଯୋଗ୍ୟ ଜୁଏଲାରୀ ବ୍ରାଣ୍ଡର ମାନ୍ୟତା ପାଇପାରିଛି |
ଏହି ଅବସରରେ ଅରୁନ୍ଧତୀ ପ୍ରତିଷ୍ଠାତା ଶ୍ରୀ ବ୍ରହ୍ମାନନ୍ଦ ମେହେର ଅରୁନ୍ଧତୀକୁ ନିଜ ହୃଦୟରେ ସ୍ଥାନ ଦେଇ ଏତେ ବାଟ କୁ ଆଣିଥିବାରୁ ଆନ୍ତରିକ ଶୁଭେଚ୍ଛା ଓ କୃତଜ୍ଞତ| ଜ୍ଞାପନ କରିଛନ୍ତି | ଉଲ୍ଲେଖଯୋଗ୍ୟ ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସ ତରଫରୁ anniversary special ଅଫର ମାଧ୍ୟମରେ ୫୧ ଜଣ ଲକ୍ଷପତି ହେବାର ସୁଯୋଗ ପ୍ରଦାନ କରାଯାଉଛି | ସୁନା ଗହଣାର ଗଢ଼ା ମଜୁରିରେରେ ୫୦% ରିହାତି ସହ ପ୍ରତେକ କ୍ରୟ ରେ ନିଶ୍ଚିତ ପାର୍ବଣ ଉପହାର ଦିଆଯାଉଛି , ସେହିଭଳି advance ବୂକିଙ୍ଗ ରେ ସର୍ବନିମ୍ନ ଦରରେ ସୁନା କ୍ରୟ ଏବଂ Pay zero for easy jewelry purchase plan ସହ ହୀରା ଗହଣା କ୍ରୟରେ ମାଗଣା ସ୍ବର୍ଣ୍ଣ ମୁଦ୍ରା ପ୍ରଦାନ କରାଯାଉଛି |
