ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବେଗୁନିଆ ତହସିଲର DEO: ନେଉଥିଲେ ୮ ହଜାର ଟଙ୍କାର ଲାଞ୍ଚ

ଖୋର୍ଦ୍ଧା: ବେଗୁନିଆ ତହସିଲ ଅଫିସରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର (DEO) ସ୍ମୃତି ଜୟସିଂହଙ୍କୁ ଭିଜିଲାନ୍ସ ବିଭାଗ ବୁଧବାର ଲାଞ୍ଚ ନେବା ସମୟରେ ଧରାପଡ଼ାଇଛି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ…
Read More...

ରାସନ୍ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ୫ କେଜି ବଦଳରେ ମିଳିବ ୧୦ କେଜି ଚାଉଳ

ଭୁବନେଶ୍ୱର: ରାସନ୍ କାର୍ଡଧାରୀଙ୍କ ପାଇଁ ଖୁସିର ଖବର ଆଣିଛି ରାଜ୍ୟ ସରକାର। ଏବେ ମୁଣ୍ଡପିଛା ୫ କେଜି ଚାଉଳ ବଦଳରେ ୧୦ କେଜି ଚାଉଳ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ…
Read More...

ଲେଡି ବ୍ରାଉନସୁଗର ମାଫିଆ ଗିରଫ : ୧୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର, ୧୫/୧୦ : ରାଜଧାନୀରେ ଲେଡି ବ୍ରାଉନସୁଗର ମାଫିଆକୁ ଗିରଫ କରିଛି ଅବକାରୀ ଟିମ୍ । ୧୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା ଅବକାରୀ ଟିମ୍ । ଭୁବନେଶ୍ବର ବଡଗଡ ମହିଶିଖାଲରୁ ୧୮୦ ଗ୍ରାମର ବ୍ରାଉନସୁଗର ଜବତ…
Read More...

ମହାଭାରତର ‘କର୍ଣ୍ଣ’ ପଙ୍କଜ ଧୀରଙ୍କ ପରଲୋକ: କର୍କଟ ସହ ଲଢ଼ି ଦୁନିଆକୁ କହିଲେ ଅଲବିଦା

ନୂଆଦିଲ୍ଲୀ, ୧୫/୧୦ : ଜଣାଶୁଣା ଟିଭି ଓ ଫିଲ୍ମ ଅଭିନେତା ପଙ୍କଜ ଧୀରଙ୍କ ପରଲୋକ ହୋଇଛି । ବିଆର ଚୋପ୍ରାଙ୍କ ମହାଭାରତରେ ’କର୍ଣ୍ଣ’ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଟିଥିବା ବିଶିଷ୍ଟ ଅଭିନେତା ପଙ୍କଜ ଧୀର…
Read More...

ଦୀପାବଳିରେ ରାଶି ଅନୁସାରେ ଏହି ଜିନିଷ କିଣନ୍ତୁ – ଭାଗ୍ୟ ବଦଳିବ!

ସୁଖ-ସମୃଦ୍ଧିର ପର୍ବ ଦୀପାବଳି! ୨୦ ଅକ୍ଟୋବର (ସୋମବାର) ଲକ୍ଷ୍ମୀ ପୂଜାରେ ରାଶି ଅନୁସାରେ ଶୁଭ କିଣାକିଣି କରନ୍ତୁ – ଧନ ବର୍ଷା ହେବ! ଜ୍ୟୋତିଷଶାସ୍ତ୍ର ଅନୁସାରେ, ଦୀପାବଳିରେ କିଣାକିଣିର ବିଶେଷ ମହତ୍ତ୍ୱ ରହିଛି। ଯଦି…
Read More...

ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ, ୧୫/୧୦ : ବିହାର ବିଧାନସଭା ନିର୍ବାଚନରେ ​​ରାଘୋପୁର ବିଧାନସଭା ଆସନକୁ ସବୁଠାରୁ ଉଷ୍ମ ବୋଲି ବିବେଚନା କରାଯାଏ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏହି ଆସନରୁ ନାମାଙ୍କନ ଦାଖଲ କରିବାକୁ…
Read More...

ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ଠିକ ସମୟରେ ପେନସନ ଚାହୁଁଥିଲେ ଏହି ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରନ୍ତୁ ଏହି କାମ

ଯଦି ଆପଣ ପେନସନଭୋଗୀ , ତେବେ ଆପଣଙ୍କ ପାଇଁ ଏଠାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଅଛି। ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) 1 ନଭେମ୍ବରରୁ 30 ନଭେମ୍ବର 2025 ପର୍ଯ୍ୟନ୍ତ ଚତୁର୍ଥ ଦେଶବ୍ୟାପୀ…
Read More...

ନୂଆପଡ଼ା ଉପନିର୍ବାଚନ: ବିଜେଡିରେ ପ୍ରାର୍ଥୀ କସରତ, ନବୀନ ନିବାସରେ ନେତାଙ୍କ ଗହଳି

ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିରେ ପ୍ରାର୍ଥୀ ଚୟନ ଉପରେ ଚର୍ଚ୍ଚା ଜାରି। ବୁଧବାର ନବୀନ ନିବାସରେ ପାର୍ଟି ପ୍ରମୁଖ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନେତାମାନଙ୍କ ବୈଠକ ହେଉଛି।…
Read More...

ଦିଲ୍ଲୀ-ଏନସିଆରରେ ସବୁଜ ବାଣ ଫୁଟାଇବାକୁ ଅନୁମତି, ସର୍ତ୍ତ ସହ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୀପାବଳିରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଚିନ୍ତା ମଝିରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦିଲ୍ଲୀ ଏବଂ ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ସବୁଜ ବାଣର ବିକ୍ରି…
Read More...

ନୂଆପଡ଼ା ଉପନିର୍ବାଚନ: ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି ) ସୋମବାର ବିଧିବଦ୍ଧ ଭାବେ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସବୁ ଅପେକ୍ଷାର ଅନ୍ତ ଘଟାଇ ଏହି ନାମକରଣ କରାଯାଇଛି। ସୂତ୍ର…
Read More...