Browsing Category

ଦୁର୍ଘଟଣା

ଆମେରିକାରେ ପୁଣି ଏକ ବିମାନ ଦୁର୍ଘଟଣା : ୪ ମୃତ

ନୂଆଦିଲ୍ଲୀ, ୦୬/୦୮ : ଆମେରିକାରେ ଚିକିତ୍ସା ପରିବହନ ବିମାନ ଏରିଜୋନାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଛି । ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ନ୍ୟୁ ମେକ୍ସିକୋର ଅଲ୍ବୁକର୍କ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗୋଟିଏ ପରିବାରର ୩ ମୃତ

ଭୁବନେଶ୍ୱର, ୦୬/୦୮ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାଇକରେ ଯାଉଥିବାବେଳେ ସ୍ବାମୀ, ସ୍ତ୍ରୀ ଓ ଝିଅ ଉପରେ ମାଡ଼ିଗଲା ଟ୍ରକ୍ ।…
Read More...

ପ୍ରଦେଶର ଉପକୂଳରେ ଡଙ୍ଗା ବୁଡି ୬୮ ମୃତ, ୭୪ ନିଖୋଜ

ନୂଆଦିଲ୍ଲୀ,୦୪/୦୮: ୟେମେନର ଅବୟାନ୍ ପ୍ରଦେଶର ଉପକୂଳରେ ପ୍ରବାସୀ ଭର୍ତ୍ତି ଏକ ଡଙ୍ଗା ବୁଡ଼ି ଯାଇଛି । ୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭୪ ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଡଙ୍ଗାରେ ଥିବା ସମସ୍ତ…
Read More...

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଲା ଡିଜେ ଗାଡି : ୭ କାଉଡ଼ିଆଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୦୪/୦୮ : ବିହାରର ଶାହକୁଣ୍ଡ-ସୁଲତାନଗଞ୍ଜ ମୁଖ୍ୟ ରାସ୍ତାରେ ବିଳମ୍ବିତ ରାତିରେ ଘଟିଥିବା ଏକ ଦୁର୍ଘଟଣା ଘଟିଛି । ହାଇଟେନସନ୍ ତାର ସଂସ୍ପର୍ଶରେ ଆସି ସାତ ଜଣ ଆଉଡ଼ିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ…
Read More...

ପାକିସ୍ଥାନରେ ଘଟିଛି ଭୟଙ୍କର ବିସ୍ଫୋରଣ : ୫ ମୃତ

ନୂଆଦିଲ୍ଲୀ, ୦୩/୦୮ : ପାକିସ୍ଥାନରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୫ଜଣ ଶିଶୁଙ୍କ ସମେତ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି । ଯାହା ଦ୍ବାରା ଦୁର୍ଘଟଣା ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ଯାହାର ସୂଚନା…
Read More...

ଲାଇନଚ୍ୟୁତ ହେଲା ଟ୍ରେନ୍, ୩୦ ଯାତ୍ରୀ ଆହତ

ନୂଆଦିଲ୍ଲୀ, ୦୨/୦୮ : ପାକିସ୍ତାନର ଲାହୋର ନିକଟରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ପାକିସ୍ତାନ ରେଳବାଇ ଅଧିକାରୀମାନେ ଶନିବାର କହିଛନ୍ତି ଯେ ଲାହୋର ନିକଟରେ ଏକ ଟ୍ରେନ୍ ର ଅନେକ ବଗି…
Read More...

ଆମେରିକା ନୌସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ, ୩୧/୦୭ : କାଲିଫର୍ନିଆର ନେଭାଲ ଏୟାର ଷ୍ଟେସନ ଲେମୁର ନିକଟରେ ଆମେରିକା ନୌସେନାର ଏଫ-୩୫ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ପାଇଲଟ୍‌ଙ୍କ ଜୀବନ ବର୍ତ୍ତିଯାଇଛି। ଉଚିତ୍ ସମୟ ମଧ୍ୟରେ…
Read More...

ପୁଣି ଏକ ବୋଇଂ ବିମାନରେ ନିଆଁ : ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ, ୩୦/୦୭ : ପୁଣି ଏକ ବୋଇଂ ବିମାନରେ ନିଆଁ । ଜରୁରୀ ଅବତରଣ କଲା ବିମାନ । ତୁର୍କୀର ଆଣ୍ଟାଲିଆ ବିମାନବନ୍ଦରରେ ଅବତରଣ କରିଛି । ସମସ୍ତ ଯାତ୍ରୀଙ୍କୁ ଆପତ୍ତକାଳୀନ ଦ୍ବାର ଦେଇ ସୁରକ୍ଷିତ ଉଦ୍ଧାର କରାଯାଇଛି ।…
Read More...

ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କ ବସ୍‌

ଶ୍ରୀନଗର,୩୦/୭: ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ବସ ଜମ୍ମୁ ଓ କଶ୍ମୀରର ଗାଣ୍ଡେରବଲ ଜିଲାରେ ନଦୀକୁ ଖସିପଡ଼ିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପ୍ରବଳ ବର୍ଷା ମଧ୍ୟରେ ଗାଣ୍ଡେରବଲ ଜିଲାର କୁଲାନରେ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧୮ କାଉଡ଼ିଆ ମୃତ

ନୂଆଦିଲ୍ଲୀ, ୨୯/୦୭ : ଝାଡ଼ଖଣ୍ଡର ଦେଓଘରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୮ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ବୈଦ୍ୟନାଥ ପୀଠରେ ପାଣି ଢାଳି ବସରେ…
Read More...