Browsing Category

ଦୁର୍ଘଟଣା

ଇରାନରେ ବଡ଼ ଦୁର୍ଘଟଣା, ୧୪ଜଣ IRGC ସୈନିକ ମୃତ

ନୂଆଦିଲ୍ଲୀ, ୦୨/୦୫ : ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ଜାରି ରହିଥିବା ବେଳେ, ଅନେକ ବଡ଼ ଘଟଣା ଘଟିଛି । ପ୍ରଥମତଃ, ଇରାନରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଇରାନର ଇସଲାମିକ୍…
Read More...

କ୍ରୁଜ ବୋଟ ଦୁର୍ଘଟଣା: ୬ ମୃତ, ୧୪ ନିଖୋଜ

ନୂଆଦିଲ୍ଲୀ, ୦୧/୦୫ : ମଧ୍ୟପ୍ରଦେଶରେ ବଡ ଧରଣର କ୍ରୁଜ ବୋଟ ଦୁର୍ଘଟଣା । ଜବଲପୁର ସ୍ଥିତ ବରଗୀ ଡ୍ୟାମରେ ଏକ କ୍ରୁଜ ବୋଟ ବୁଡିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ଜଣ ନିଖୋଜ ଅଛନ୍ତି । SDRF ଏବଂ ସ୍ଥାନୀୟ…
Read More...

ବେଙ୍ଗାଲୁରୁରେ ବର୍ଷାର ତାଣ୍ଡବ : କାନ୍ଥ ଭୁଶୁଡି ୭ ମୃତ

ନୂଆଦିଲ୍ଲୀ, ୩୦/୦୪ : କର୍ଣ୍ଣାଟକ ବେଙ୍ଗାଲୁରୁ ସହରରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ୭ ଜଣଙ୍କ ଜୀବନ ଚାଲିଯାଇଛି । ପ୍ରବଳ ବର୍ଷା ଯୋଗୁଁ ହସପିଟାଲର ପୁରୁଣା କାନ୍ଥ ନିକଟରେ ବାଟରେ ଯାଉଥିବା ଲୋକମାନେ ଆଶ୍ରୟ ନେଇଥିଲେ…
Read More...

ଟିଟିଲାଗଡ଼ ମର୍ମନ୍ତୁଦ ଦୁର୍ଘଟଣା ; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ସହାୟତା ରାଶି ଘୋଷଣା

ଭୁବନେଶ୍ୱର, ୨୯/୦୪ : ଟିଟିଲାଗଡ଼ ଦୁର୍ଘଟଣାରେ ମୃତ ୩ ଶିଶୁଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ସହାୟତା ରାଶି ଘୋଷଣା କରାଯାଇଛି। ସବୁ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ…
Read More...

ଇଣ୍ଡୋନେସିଆରେ ଦୁଇଟି ଟ୍ରେନ୍ ଧକ୍କା: ୭ ମୃତ

ନୂଆଦିଲ୍ଲୀ, ୨୮/୦୪ : ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ନିକଟରେ ଦୁଇଟି ଟ୍ରେନ୍ ଧକ୍କା ହେବା ପରେ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସରକାରୀ ରେଳ କମ୍ପାନୀର ମୁଖପାତ୍ର ଫ୍ରାନୋଟୋ ୱିବୋଓ ଘଟଣାସ୍ଥଳରୁ କମ୍ପାସ୍…
Read More...

ବସରେ ଶକ୍ତିଶାଳୀ ବିସ୍ଫୋରଣ, ୧୩ ମୃତ

ନୂଆଦିଲ୍ଲୀ, ୨୬/୦୪ : କଲମ୍ବିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ହିଂସା ପୁଣି ଥରେ ଭୟଙ୍କର ରୂପ ନେଇଛି । ଏକ ବସରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୩୮ ଜଣ ଆହତ…
Read More...

ଶବ ଦାହ କରିବାକୁ ଯାଇ ଶବ ପାଲଟିଲେ, ଦୁର୍ଘଟଣାରେ ୮ ମୃତ

ନୂଆଦିଲ୍ଲୀ, ୨୪/୦୪ : ଉତ୍ତରାଖଣ୍ଡ ତେହରି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ । ଶବ ଦାହ କରିବାକୁ ଯାଇ ଶବ ପାଲଟିଲେ। ୩୦୦ ମିଟର ଖାଇକୁ ଭ୍ୟାନ୍ ଖସି ୮ ଜଣଙ୍କ ମୃତ୍ୟୁ ହୋଇଛି। ଚାମ୍ପା ବ୍ଲକ୍ ର…
Read More...

ମିର୍ଜାପୁରରେ ଭୟଙ୍କର ସଡକ ଦୁର୍ଘଟଣା, ଜୀଅନ୍ତା ଜଳି ଗଲେ ୧୧ ଜଣ

ନୂଆଦିଲ୍ଲୀ, ୨୩/୦୪ : ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ଏତେ ଭୟାନକ ଯେ, ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଡ୍ରମଣ୍ଡଗ ଥାନା ଅନ୍ତର୍ଗତ ବଡକା ବାଙ୍କରେ ଏକ ଦ୍ରୁତଗାମୀ…
Read More...

ଭୁବନେଶ୍ୱରର ପଳାଶୁଣିରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ଟ୍ରକ

ଭୁବନେଶ୍ୱର, ୨୨/୦୪ : ଆଜି ଭୁବନେଶ୍ୱରର ପଳାଶୁଣି ଛକ ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଜାତୀୟ ରାଜପଥ-୧୬ ଉପରେ ଚାଲୁଥିବା ଅବସ୍ଥାରେ ଏକ ଟ୍ରକରେ ହଠାତ୍ ନିଆଁ ଲାଗିଯାଇଛି। ଚାହୁଁ ଚାହୁଁ ଟ୍ରକଟି ହୁତୁହୁତୁ…
Read More...

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ୨୩ ମୃତ

ନୂଆଦିଲ୍ଲୀ, ୨୦/୦୪ : ତାମିଲନାଡୁରେ ଏକ ବାଣ ଫ୍ୟାକ୍ଟ୍ରିରେ ଘଟିଛି ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୨୩ ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର ହୋଇଛନ୍ତି । ବିରୁଧୁନଗର ନିକଟସ୍ଥ କଟ୍ଟାନାରପଟ୍ଟିଠାରେ ଥିବା…
Read More...