Browsing Category
ଅପରାଧ
ଭଞ୍ଜନଗରରେ ଘଟିଛି ଅଭାବନୀୟ ଘଟଣା : କୋର୍ଟ ସମ୍ମୁଖରେ ଯୁବକଙ୍କୁ ହତ୍ୟା
ଭୁବନେଶ୍ୱର, ୦୫/୦୩ : ଗଞ୍ଜାମ ଭଞ୍ଜନଗରରେ ଅଭାବନୀୟ ଘଟଣା । କୋର୍ଟ ସମ୍ମୁଖରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ମୃତ ଯୁବକ ଜଣକ ହେଲେ ବୁଦୁଲି ଗାଁର ଅଶୋକ ସ୍ୱାଇଁ । ଅଶୋକ କୌଣସି ଏକ କାମରେ ଭଞ୍ଜନଗର ଏଡିଜେ…
Read More...
Read More...
ଗୁରୁ ଓ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା ଦାଗ, ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ
ଭୁବନେଶ୍ୱର, ୦୪/୦୩ : ଗୁରୁ ଓ ଶିଷ୍ୟର ପବିତ୍ର ସମ୍ପର୍କରେ ପୁଣି ଲାଗିଲା ଦାଗ। ପୁଣି ଜଣେ ଛାତ୍ରୀ ଯୌନ ପିପାସୁ ଶିକ୍ଷକଙ୍କ ଶିକାର ହୋଇଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଫୁଲବାଣୀ ସଦର ବ୍ଲକରେ। ଗୋଛାପଡ଼ା…
Read More...
Read More...
ନକଲି ମଦ ଜବତ : ୩ ଗିରଫ
ଭୁବନେଶ୍ୱର, ୦୨/୦୩ : ବିହାର ଅଞ୍ଚଳର ୩ ବ୍ୟକ୍ତି ଏକ ଭଡାଘରେ ନକଲି ବିଦେଶୀ ମଦ ତିଆରି କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ଅବକାରୀ ବିଭାଗ ତଦନ୍ତରୁ ଜଣା ପଡ଼ିଛି। ଗିରଫ ୩ ଜଣ ସ୍ଥାନୀୟ ବିଦେଶୀ ମଦ ଦୋକାନ ର…
Read More...
Read More...
ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲା : ୩ ଗିରଫ
ଭୁବନେଶ୍ଵର, ୦୧/୦୩ : ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଜଣେ ଯବାନ ଓ ତାଙ୍କର ଦୁଇ ପୁତୁରାକୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ରସୁଲଗଡ଼ ନିକଟ ଜିଜିପି କଲୋନୀରେ…
Read More...
Read More...
ଶାଗ ତୋଳୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା
ଭୁବନେଶ୍ୱର, ୨୭/୦୨ : ବାଡିରେ ଶାଗ ତୋଳୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅଞ୍ଚଳରେ ଘଟିଛି ଘଟଣା । ନାବାଳିକା ଜଣଙ୍କ ଶାଗ ତୋଳିବାକୁ…
Read More...
Read More...
ଓଡ଼ିଆ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା, ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ
ଭୁବନେଶ୍ବର, ୨୭/୦୨ : ଓଡ଼ିଆ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁରେ ସ୍ବାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ନିକିତାଙ୍କ ଶାଶୂ କୁନ୍ତଳା ସାହୁ ଓ ଶ୍ବଶୁର ଲିଙ୍ଗରାଜ…
Read More...
Read More...
ରାଜକନିକା ଲଜ୍ଜା: ଛାତ୍ରୀକୁ ଗଣଦୁଷ୍କର୍ମ କଲେ ୪ ଶିକ୍ଷକ
ଭୁବନେଶ୍ୱର, ୨୧/୦୨ : ପୁଣି ଥରେ ଗୁରୁ ନାଁରେ କଳଙ୍କ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଖବର ଆସିଛି । ୪ ଜଣ ଶିକ୍ଷକ ଗୋଟିଏ ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ…
Read More...
Read More...
୧୧୦ କୋଟି ଟଙ୍କାର ସାଇବର ଠକେଇ, ୨୦ ଗିରଫ
ଭୁବନେଶ୍ବର, ୨୦/୦୨ : ସମ୍ବଲପୁର ପୋଲିସ ହାତରେ ବଡ଼ ସାଇବର ଗ୍ୟାଙ୍ଗ । ୧୧୦ କୋଟି ଟଙ୍କାର ବଡ଼ ସାଇବର ଠକେଇ କରି ୨୦ ଗିରଫ ହୋଇଛନ୍ତି । ମ୍ୟୁଲ୍ ଆକାଉଣ୍ଟ ମାମଲାରେ ବିଭିନ୍ନ ଥାନାରେ ୫୨ ଅଭିଯୁକ୍ତ ଅଟକ । ୩୨ ଜଣଙ୍କୁ…
Read More...
Read More...
ପତ୍ନୀଙ୍କୁ ହତ୍ୟା : ପୂର୍ବତନ ଇସ୍ରୋ କର୍ମଚାରୀ ଗିରଫ
ନୂଆଦିଲ୍ଲୀ, ୧୯/୦୨ : ବେଙ୍ଗାଲୁରୁରେ ଇସ୍ରୋର ଜଣେ ପୂର୍ବତନ କର୍ମଚାରୀ ନାଗେଶ ରାଓଙ୍କୁ ନିଜ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ସେ ଚାପଗ୍ରସ୍ତ ରହୁଥିଲେ ଏବଂ ତାଙ୍କ ଚିକିତ୍ସା ଚାଲିଥିଲା। ତାଙ୍କ ମାନସିକ…
Read More...
Read More...
ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଦୋଷୀଙ୍କୁ ଫାଶୀ ଦଣ୍ତାଦେଶ
ନୂଆଦିଲ୍ଲୀ, ୧୭/୦୨ : କର୍ଣ୍ଣାଟକ ହାମ୍ପି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଦୋଷୀଙ୍କୁ ଫାଶୀ ଦଣ୍ତାଦେଶ ଶୁଣାଇଲେ କର୍ଣ୍ଣାଟକ ସେସନ୍ କୋର୍ଟ। ମାମଲାକୁ ବିରଳରୁ ବିରଳତମ ଶ୍ରେଣୀରେ ରଖି ଫାଶି ଦଣ୍ତାଦେଶ। ଗତବର୍ଷ…
Read More...
Read More...