Browsing Category

ରାଜନୀତି

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ : ରାଜ୍ୟସଭା ପାଇଁ ୨ ଜଣଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର, ୨୮/୦୨ : ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ୨ ଜଣଙ୍କ ନାଁ ଘୋଷଣା କଲା ବିଜେଡି । ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ଟିକେଟ୍‌ । ଏହି ଦୁଇ ଜଣଙ୍କ ନାଁରେ ଲାଗିଲା ମୋହର ।…
Read More...

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର, ୨୮/୦୨ : ରାଜ୍ୟସଭା ନିର୍ବାଚନ ପାଇଁ ରାଜ୍ୟରେ ବଢ଼ୁଛି ରାଜନୈତିକ ଉଷ୍ଣତା। କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି…
Read More...

ରାଜ୍ୟସଭା ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଦେବ ବିଜେପି, ଆସନ୍ତା ୨୮ରେ କଂଗ୍ରେସର ନିଷ୍ପତ୍ତି

ଭୁବନେଶ୍ୱର, ୨୬/୦୨ : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏବେ ଖାଲି ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ଖୁବଶୀଘ୍ର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପି ପ୍ରାର୍ଥୀ…
Read More...

ଫେବୃଆରୀ ୨୦୨୭ ପୂର୍ବରୁ ରାଜ୍ୟରେ ହେବ ନାହିଁ ପଂଚାୟତ ନିର୍ବାଚନ : ମନ୍ତ୍ରୀ

ଭୁବନେଶ୍ୱର, ୨୪/୦୨ : ୨୦୨୭ ଫେବୃଆରୀ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ନେଇ କୌଣସି ନିଷ୍ପତି ହୋଇନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ବର୍ତ୍ତମାନ ସମୟରେ ବ୍ଲକ୍ ପଞ୍ଚାୟତ ପୁନର୍ଗଠନ…
Read More...

ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ୍

ଭୁବନେଶ୍ୱର, ୨୩/୦୨ : ସ୍ବର୍ଗତଃ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଭାଜପାରେ ମିଶିବେ ବୋଲି ଜଣାପଡିଛି। ଏ ନେଇ ନିଜେ ସୂଚନା ଦେଇଛନ୍ତି ଅଭିଜିତ। ସେ କହିଛନ୍ତି, ମୁଁ ଓ ମୋ ପରିବାର…
Read More...

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିଖ ରହମାନ

ନୂଆଦିଲ୍ଲୀ, ୧୭/୦୨ : ବିଏନପି ମୁଖ୍ୟ ତାରିକ୍ ରେହମାନ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାରିକଙ୍କ ଶପଥ ଉତ୍ସବରେ ୧୩ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି ।…
Read More...

ଆଜିଠାରୁ ବାଂଲାଦେଶରେ ନୂଆ ସରକାର, ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ତାରିକ ରହମାନ

ନୂଆଦିଲ୍ଲୀ, ୧୭/୦୨ : ଆଜି ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଉତ୍ତରାଧିକାରୀ ତାରିକ…
Read More...

ବଡ଼ ବିଜୟ ହାସଲ କଲା BNP : ତାରିକ ରହମାନ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୩/୦୨ : ବାଂଲାଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଏକ ବଡ଼ ବିଜୟ ହାସଲ କରିଛି। ଇତ୍ତେଫାକ୍ ଖବରକାଗଜ ଦ୍ୱାରା ଏପର୍ଯ୍ୟନ୍ତ ପ୍ରକାଶିତ ଅଣସରକାରୀ ଫଳାଫଳ…
Read More...

ଆଜି ବାଂଲାଦେଶରେ ୧୩ତମ ସାଧାରଣ ନିର୍ବାଚନ, ୧୯୮୧ ପ୍ରାର୍ଥୀ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା

ନୂଆଦିଲ୍ଲୀ, ୧୨/୦୨ : ଆଜି ବାଂଲାଦେଶରେ ୧୩ତମ ସାଧାରଣ ନିର୍ବାଚନ ଗୁରୁବାର ହେଉଛି। ଅଗଷ୍ଟ ୨୦୨୪ରେ ହୋଇଥିବା ବିଦ୍ରୋହ ପରେ ୨୦୨୬ରେ ପୁଣି ଥରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସାଧାରଣ ନିର୍ବାଚନ ସହିତ ବାଂଲାଦେଶ ଏକ…
Read More...

ଆସନ୍ତାକାଲି ସକାଳ ୧୧ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ ଘୋଷଣା

ନୂଆଦିଲ୍ଲୀ, ୦୯/୦୨ : ବିନା ନୋଟିସରେ କୌଣସି ପ୍ରସଙ୍ଗରେ ବି ଗୃହରେ ଆଲୋଚନା ହୋଇପାରିବ ନାହିଁ । ଆଜି ୨ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି କିଛି ଏଭଳି କହିଛନ୍ତି ବିରୋଧୀ ଦଳ ନେତାଙ୍କୁ । ଗୃହ କାର୍ଯ୍ୟ…
Read More...