Browsing Category

ରାଜନୀତି

କର୍ଣ୍ଣାଟକ କଂଗ୍ରେସରେ ବିଦ୍ରୋହ : ଡିକେଙ୍କ ସମର୍ଥନରେ ଦିଲ୍ଲୀ ଗଲେ ୮ ବିଧାୟକ

ନୂଆଦିଲ୍ଲୀ, ୨୪/୧୧ : କଂଗ୍ରେସ ଶିବିରରୁ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସିଛି । କିଛି ଦିନ ତଳେ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥନରେ କିଛି ବିଧାୟକ ଦିଲ୍ଲୀ ଯାଇଥିଲେ । ସେଠାରେ ସେମାନେ କଂଗ୍ରେସ…
Read More...

କଂଗ୍ରେସରେ ତେଜିଲା ବିଭୀଷଣ ମନ୍ତବ୍ୟ କଳି, ମୁହଁ ଖୋଲିଲେ ଭକ୍ତ

ଭୁବନେଶ୍ୱର, ୨୩/୧୧ : କଂଗ୍ରେସରେ ବିଭୀଷଣ ମନ୍ତବ୍ୟକୁ ନେଇ ବିବାଦ ତେଜିବା ପରେ ସଫେଇ ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ମୁଁ ଯାହା କୁହେ…
Read More...

ମୁଖ୍ୟମନ୍ତ୍ରୀ ସିଟକୁ ନେଇ ବିବାଦ : କଂଗ୍ରେସ ମୁଖିଆଙ୍କୁ ଭେଟିଲେ ସିଦ୍ଧରମୈୟା

ନୂଆଦିଲ୍ଲୀ, ୨୩/୧୧ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚେୟାରକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଲଢ଼େଇ ଭିତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି…
Read More...

ଅପରାଧୀମାନେ “ଜେଲରେ ରହିବେ କିମ୍ବା କବରରେ” : ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ

ପାଟନା,୨୨ /୧୧ : ଅପରାଧୀମାନେ "ଜେଲରେ ରହିବେ କିମ୍ବା କବରରେ” ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଏହି ମନ୍ତବ୍ୟ ବିହାରରେ ରାଜନୀତିକୁ ସରଗରମ କରିଛି। ଏହା ବିହାରର ନୂତନ ସରକାରଙ୍କ ଶକ୍ତିର ପରାକାଷ୍ଠା…
Read More...

ଆସନ୍ତାକାଲି ହାତକୁ ଦି ହାତ ହେବେ ଅପରାଜିତାଙ୍କ ଝିଅ

ଭୁବନେଶ୍ୱର,୨୧/୧୧ : ଆସନ୍ତାକାଲି ବାଜିବ ସାହାନାଇ, ହାତକୁ ଦି ହାତ ହେବେ କନିଆଁ | ଦିଲ୍ଲୀ ଦେଖିବ ଓଡ଼ିଆ ଝିଅଙ୍କ ବାହାଘର | ନେତା-ଅଫିସରଙ୍କ ଗହଳି ଲାଗିବ ଆଉ ଶାଶୂଘରକୁ ବିଦା ହେବେ ଅପରାଜିତାଙ୍କ ଅଲିଅଳି ଝିଅ |…
Read More...

ମୋଦୀଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ନୀତୀଶ : ଅଧାରୁ ଅଟକାଇ ଦେଲେ ପ୍ରଧାନମନ୍ତ୍ରୀ

ପାଟନା,୨୦/୧୧ : ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର । ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ବିଜେପି…
Read More...

୨୦ ବର୍ଷରେ ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର

ନୂଆଦିଲ୍ଲୀ, ୨୦/୧୧ : ପୁଣି ଥରେ ବିହାରରେ ଆରମ୍ଭ ହୋଇଛି ନୀତୀଶ ଶାସନ । ୨୦ ବର୍ଷରେ ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଜନତା ଦଳ ୟୁନାଇଟେଡ୍ ନେତା ନୀତୀଶ କୁମାର । ଆଉ ନୀତୀଶଙ୍କର ଏହି ଐତିହାସିକ…
Read More...

ଶପଥ ନେଲେ ଜୟ ଢୋଲକିଆ, ବାଚସ୍ପତି କରାଇଲେ ଶପଥପାଠ

ଭୁବନେଶ୍ୱର, ୨୦/୧୧ : ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ବାଚସ୍ପତିଙ୍କ କୋଠରୀରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଜୟଙ୍କ ସହିତ ମା,…
Read More...

ଆଜି ଶପଥ ନେବେ ଜୟ ଢୋଲକିଆ

ଭୁବନେଶ୍ୱର, ୨୦/୧୧ : ଆଜି ନୂଆପଡ଼ାର ନବନିର୍ବାଚିତ ବିଜେପି ବିଧାୟକ ଜୟ ଢୋଲକିଆ ଶପଥ ଗ୍ରହଣ କରିବେ। ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଜୟଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ…
Read More...

ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ

ନୂଆଦିଲ୍ଲୀ, ୨୦/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ରାଜନୈତିକ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିବେ। ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ପ୍ରାୟ ସମାପ୍ତ। ଆଜି ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ସମାରୋହ…
Read More...