Browsing Category

ରାଜନୀତି

ପୁଣି ମମତା ବାନାର୍ଜୀଙ୍କୁ ବଡ ଝଟକା ; ଇସ୍ତଫା ଦେଲେ ଟିଏମସି ସାଂସଦ କୋଏଲ ମଲ୍ଲିକ

ନୂଆଦିଲ୍ଲୀ, ୧୬/୦୭ : ମମତା ବାନାର୍ଜୀଙ୍କୁ ଆଜି ଆଉ ଏକ ବଡ ଝଟକା ମିଳିଛି। ମମତା ବାନାର୍ଜୀଙ୍କ ଦଳ ଟିଏମସି ପୁଣି ଏକ ବଡ଼ ଝଟକା ପାଇଛି। ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗର ଟିଏମସି ରାଜ୍ୟସଭା ସାଂସଦ କୋଏଲ ମଲ୍ଲିକ…
Read More...

ଅମିତ୍‌ ଶାହଙ୍କୁ ମିଳିପାରେ ଉପ ପ୍ରଧାନମନ୍ତ୍ରୀ ପଦ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ଓ ପଞ୍ଜାବ ପରି ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାକୁ ଯାଉଥିବା…
Read More...

ପ୍ରଭାତ ବିଶ୍ଵାଳଙ୍କୁ ‘ଗଦ୍ଦାର’ କହିଲେ ନବୀନ

ଭୁବନେଶ୍ୱର, ୧୪/୦୭ : ପ୍ରଭାତ ବିଶ୍ଵାଳଙ୍କୁ ‘ଗଦ୍ଦାର’ କହିଲେ ନବୀନ। ଜେଲ୍ ଯାଇଥିଲେ ବି ପୁଅକୁ ଟିକେଟ ଦେଇଥିଲି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଟକ-ଚୌଦ୍ଵାର ନିର୍ବାଚନ…
Read More...

ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ, ଆଜି ସନ୍ଧ୍ୟାରେ ବସିବ ବିଜେଡି ସଂସଦୀୟ ଦଳର ବୈଠକ

ଭୁବନେଶ୍ୱର, ୧୩/୦୭ : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ…
Read More...

ଇସ୍ରାଏଲ୍‌ରେ ନିର୍ବାଚନ ବିଗୁଲ୍: ଅକ୍ଟୋବର ୨୭ରେ ଭୋଟ୍‌

ନୂଆଦିଲ୍ଲୀ, ୧୩/୦୭ : ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଏବଂ ଆଭ୍ୟନ୍ତରୀଣ ଅସ୍ଥିରତା ମଧ୍ୟରେ ଇସ୍ରାଏଲ୍‌ରୁ ଆସିଛି ସବୁଠାରୁ ବଡ଼ ରାଜନୈତିକ ଖବର। ଆସନ୍ତା ଅକ୍ଟୋବର ୨୭ ତାରିଖରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ…
Read More...

ପଦ୍ମ ଧରିଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ବର : ଚୌଦ୍ବାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଭାତ ବିଶ୍ଵାଳ…
Read More...

ଆସନ୍ତାକାଲି ବିଜେପିରେ ସାମିଲ ହେବେ ପ୍ରଭାତ ବିଶ୍ବାଳ : ବିଜେଡିର ବରିଷ୍ଠ ନେତାମାନେ ଏକାଠି

କଟକ : ଚୌଦ୍ବାର-କଟକ ବିଜେଡି ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୋଟିଏ ପଟେ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ଓ ଅନ୍ୟପଟେ ଦେବୀ ମିଶ୍ର, ପ୍ରତାପ ଜେନା, ସଂତୃପ୍ତ ମିଶ୍ରଙ୍କ ଭଳି ବିଜେଡିର ବରିଷ୍ଠ…
Read More...

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିରୋଧ କଲେ ଜନତା : ମନ୍ଦିର ଯାଇ ନପାରି ଫେରିଗଲେ ମନ୍ତ୍ରୀ

ଝାରସୁଗୁଡ଼ା : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀମାନେ ଆଜି ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ତୀବ୍ର ବିରୋଧ କରିଛନ୍ତି। ବିରୋଧ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…
Read More...

ବିଜେପି କାର୍ଯ୍ୟାଳୟରେ ବିଜେଡ଼ିର ନିଲମ୍ବିତ ବିଧାୟକ ସୌଭିକ ବିଶ୍ୱାଳ

ଭୁବନେଶ୍ୱର, ୧୧/୦୭ : ବିଜେଡ଼ିରୁ ନିଲମ୍ବିତ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କୁ ଆଜି ହଠାତ୍ ଭାରତୀୟ ଜନତା ପାର୍ଟୀର ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଶନିବାର ପୂର୍ବାହ୍ନ ସମୟରେ ସୌଭିକ ବିଶ୍ୱାଳ…
Read More...

ବିଜେଡ଼ିର ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ସ୍କୁଲ ଛାତ୍ରୀ: ନବୀନ, ଦୀପାଳି ଓ ଈପ୍ପସିତାଙ୍କ ସମେତ ୭ ଜଣଙ୍କୁ ନୋଟିସ୍

ଭୁବନେଶ୍ୱର, ୧୧/୦୭ : ସରକାରଙ୍କୁ ସମାଲୋଚନା କରିବାକୁ ବିଜେଡ଼ି ସବୁ ସୀମା ଟପିଯାଉଛି । ରାଜନୈତିକ ଆନ୍ଦୋଳନରେ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ କରାଯାଉଛି ମୋହରା । ଯେଉଁ ବୟସରେ ପିଲା ପାଠ ପଢ଼ିବା କଥା ସେହି ବୟସରେ…
Read More...