ଆନ୍ଧ୍ରମୁହାଁ ବାତ୍ୟା ଅର୍ଣ୍ଣବ, ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା ରାଜ୍ୟ By Odisha Khabar Last updated Oct 27, 2026 Share ଭୁବନେଶ୍ୱର, ୨୭/୧୦ : ବାତ୍ୟା ଅର୍ଣ୍ଣବକୁ ନେଇ ଚିନ୍ତା ବଢ଼ୁଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଆକାଶ ମେଘାଛନ୍ନ ରହିଥିବାବେଳେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ବର୍ଷା ହେଉଛି । ମଝିରେ ମଝିରେ ପବନର ବେଗ ମଧ୍ୟ ବଢ଼ୁଥିବା ଜଣାପଡ଼ିଛି । Share