ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ : ଲେଖାଗଲା ‘ଜଗନ୍ନାଥ ସଂସ୍କୃତି କେନ୍ଦ୍ର’ ଦେଶ ବିଦେଶ By Odisha Khabar Last updated Jun 10, 2026 Share ନୂଆଦିଲ୍ଲୀ, ୧୦/୦୬ : ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦକୁ ହଟାଇ ଦିଆଗଲା । ପୂର୍ବରୁ ଏହାକୁ ‘ଜଗନ୍ନାଥ ଧାମ’ କୁହାଯାଉଥିବା ବେଳେ ଏବେ ଏହା ବଦଳରେ ‘ଜଗନ୍ନାଥ ସଂସ୍କୃତି କେନ୍ଦ୍ର’ ଲେଖାଯାଇଛି । ଓଡ଼ିଶା ସରକାରଙ୍କ ଚିଠି ପରେ ଶୁଭେନ୍ଦୁଙ୍କର ଏହି ନିଷ୍ପତ୍ତି । Share