ଆଜିଠୁ ବଦଳିବ ୧୦ ନିୟମ : ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ଭୁବନେଶ୍ୱର, ୦୧/୧୦ : ଅକ୍ଟୋବର ମାସ ଆରମ୍ଭ ହେବା ସହ ଦେଶରେ ଅନେକ ଆର୍ଥିକ ନିୟମରେ ପରିବର୍ତ୍ତନ ଆସିବ। ଏହି ପରିବର୍ତ୍ତନଗୁଡ଼ିକ ବ୍ୟାଙ୍କିଂ, ଏଲ୍‌ପିଜି, ଏନ୍‌ପିଏସ୍‌, ୟୁପିଆଇ, ନିବେଶ ଓ ଦୈନନ୍ଦିନ ଖର୍ଚ୍ଚ ଉପରେ ପ୍ରଭାବ ପକାଇପାରେ। ଆଜି ଠାରୁ ଲାଗୁ ହେବାକୁ ଥିବା କିଛି ନିୟମ ଜାଣି ରଖିବା ଜରୁରୀ।