ଭୁବନେଶ୍ୱର ଓୟୁଏଟିରେ ନିଯୁକ୍ତି ମେଳା, ‘ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ’ ପୁସ୍ତକ ଉନ୍ମୋଚିତ ରାଜ୍ୟ By Odisha Khabar Last updated Sep 27, 2026 Share ଭୁବନେଶ୍ୱର, ୨୭/୦୯ : ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ଓ ଗବେଷଣା ଅଡିଟୋରିୟମରେ ଆୟୋଜିତ ହୋଇଛି ସରକାରଙ୍କ ନିଯୁକ୍ତି ମେଳା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । Share