ଆସନ୍ତା ୩୦ରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏଁ ଦର୍ଶନ ରାଜ୍ୟ By Odisha Khabar Last updated Sep 27, 2026 Share ଭୁବନେଶ୍ୱର, ୨୭/୦୯ : ଆଉ କିଛି ଦିନ ପରେ ଭକ୍ତଙ୍କୁ ମିଳିବ ନୂଆ ଅନୁଭୂତି । ସେପ୍ଟେମ୍ବର ୩୦ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଗ୍ରୀନ୍ ସିଗନାଲ୍ ଦିଆଯାଇଛି । Share