ମା’ ନାରାୟଣୀଙ୍କ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ

ତିର୍ତ୍ତୋଲ : ତିର୍ତ୍ତୋଲ ଥାନା ଅନ୍ତର୍ଗତ ଆମ୍ବେରୀ ଗ୍ରାମପଞ୍ଚାୟତ ଅରିଲୋ ଗ୍ରାମର ଗ୍ରାମ୍ୟଦେବୀ ମା’ ନାରାୟଣୀଙ୍କ ପୀଠ ସ୍ଥଳୀରେ ନିମ୍ନ କାର୍ଯ୍ୟସୂଚୀ ମତେ ବାବା ବଳିଆଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ୧୩ ତାରିଖ ଶୁକ୍ରବାର ମା’ ନାରାୟଣୀଙ୍କ ମାର୍ଜନା, ଷୋଡଶ ଉପଚାର ପୂଜା, ଚଣ୍ଡୀପାଠ, ଚଣ୍ଡୀଯଜ୍ଞ ଓ ଅଧିବାସ ଅନୁଷ୍ଠିତ ହେବା ସହ ୧୪ ତାରିଖ ଶନିବାର ଅଷ୍ଟପ୍ରହର ଓ ଅହୋରାତ୍ର ନାମ ସଂକୀର୍ତ୍ତନ, ଅନ୍ନଯଜ୍ଞ ସହିତ ୧୫ ତାରିଖ ରବିବାର ନଗର ସଂକୀର୍ତ୍ତନ ମହୋସିବ ଅନୁଷ୍ଠିତ ହୋଇଯାଇଛି । ଅରିଲୋ ଗ୍ରାମବାସୀ ବୃନ୍ଦ ତଥା ଦେଉଳି, କେଶରଡା,ମର୍ଜିତା ଅଧିବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

SBI AD