ସୀତାଙ୍କୁ ରାମ ଅପହରଣ କରିଥିଲେ ?

0

ଅହମ୍ମଦାବାଦ୍‍: ସୀତାଙ୍କୁ ରାବଣ ନୁହେଁ ରାମ ଅପହରଣ କରିଥିଲେ। ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ଉଲ୍ଲେଖ ରହିଛି ଗୁଜରାଟର ଦ୍ୱାଦଶ ଶ୍ରେଣୀ ସଂସ୍କୃତ ବହିରେ। ସଂସ୍କୃତ ସାହିତ୍ୟର ଉପକ୍ରମଣିକା ପୁସ୍ତକର ୧୦୬ ନଂ ଅନୁଚ୍ଛେଦରେ ଏହା ଉଲ୍ଲେଖ ରହିଛି। ଗୁଜରାଟ୍‍ ରାଜ୍ୟ ସ୍କୁଲ୍‍ ପୁସ୍ତକ ପରିଷଦର ନିର୍ବାହୀ ଅଧିକାରୀ ବସନ୍ତ ଭଟ୍ଟ ଏ ସମ୍ପର୍କରେ ଅବଗତ ନଥିବା କହିଛନ୍ତି। ଅବଶ୍ୟ ଏହାକୁ ଏକ ଅନୁବାଦ ଜନିତ ତ୍ରୁଟି ହୋଇଥାଇପାରେ ବୋଲି ସେ ସ୍ୱୀକାର କରିଛନ୍ତି।

Leave A Reply

Your email address will not be published.