ତିର୍ତ୍ତୋଲ ୨୯/୦୩ : ରାହୁଲ ଗାନ୍ଧୀଙ୍କ ସାସଂଦ ସଭ୍ଯ ରଦ୍ଦ ପ୍ରତିବାଦ ଓ ସମ୍ବିଧାନ ସୁରକ୍ଷା ଦାବିରେ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ଆହ୍ବାନକ୍ରମେ ତିର୍ତ୍ତୋଲ ବ୍ଲକ କଂଗ୍ରେସ ଆନୁକୂଲ୍ୟରେ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ ଙ୍କ ନେତୃତ୍ବ ରେ ତିର୍ତ୍ତୋଲ ର ନେହୁରୁ ବଜାର ଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ କଂଗ୍ରେସ କର୍ମୀମାନେ ବିଜେପି ହଟାଅ ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ ଦେଇ ମୁହଁରେ କଳାପଟି ପିନ୍ଧି ପଦଯାତ୍ରା କରି ଆସି ବିଜେପି ଗଣତନ୍ତ୍ର କୁ ହତ୍ଯା କରୁଛି ବୋଲି ଅଭିଯୋଗ କରି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ଯ ରେ ତିର୍ତ୍ତୋଲ ତହସିଲଦାର ହିଁ ଦାବିପତ୍ର ପ୍ରଦାନ କରିଥିଲେ । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ପିସିସି ସଭ୍ଯା ପ୍ରତିମା ମଲ୍ଲିକ, ପିସିସି ସଭ୍ଯ ତଥା ଗୋବିନ୍ଦପୁର ପଞ୍ଚାୟତ ସମିତିସଭ୍ୟ ଦେବପ୍ରସାଦ ନାୟକ, ବ୍ଲକ କଂଗ୍ରେସ ଉପ ସଭାପତି ଜିତେନ୍ଦ୍ର ନାୟକ, ଧନଞ୍ଜୟ ସୂତାର, ଅଶ୍ବନୀ ସ୍ବାଇଁ, ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ସଫି ଆଜମ୍ , ଗରାମ ସରପଂଚ ପ୍ରଦ୍ୟୁମ୍ନ କିଶୋର ଚୟନୀ, ତେନ୍ତୁଲିପଦା ସରପଂଚ ସରୋଜିନୀ ପରିଜା, ମଣିଜଙ୍ଗା ସରପଂଚ ଶଶଧର ମଲ୍ଲିକ, ମଣିଜଙ୍ଗା ସମିତିସଭ୍ୟା ନଚିକେତା ଦାସ, ମୂଳିସିଂହ ସମିତିସଭ୍ୟ ରଞ୍ଜନ ସାହୁ, ଆମ୍ବେରୀ ସମିତିସଭ୍ୟ ଅରୁଣ ମଲ୍ଲିକ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସ, ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଅନୁସୁୟା ପ୍ରଧାନ, ପୂର୍ବତନ ସରପଂଚ ଚିତ୍ତ ରଞ୍ଜନ ଦାସ, ପ୍ରାଚୀ ଚୟନୀ, ରୀନାରାଣି ରଣା, ସସ୍ମିତା ବେହେରା, ଦ୍ରୌପଦି ସାହୁ, ଅଜୟ ରାଉଳ, ବ୍ରଜ ମଲ୍ଲିକ, ଧ୍ରୁବ ପରିଡା , ପ୍ରଶାନ୍ତ ଲେଙ୍କା , ସଞ୍ଜୟ ମହାନ୍ତି, ବଷ୍ଣିଧର ପାତ୍ର, ମାନସ ସ୍ବାଇଁ, ତିର୍ତ୍ତୋଲ ପଞ୍ଚାୟତ ସଭାପତି ଲଲାଟ କେଶରୀ ମହାପାତ୍ର, ସୁଦର୍ଶନ ମଲ୍ଲିକ, ତୁଳଙ୍ଗ ପଞ୍ଚାୟତ ସଭାପତି କ୍ରୁଷ୍ଣ ଚନ୍ଦ୍ର ସ୍ବାଇଁ, ଶ୍ରୀପତି ଲେଙ୍କା, ରଞ୍ଜିତ ବେହେରା, ଧନଞ୍ଜୟ ପ୍ରୁଷ୍ଟି , ଲକ୍ଷ୍ମୀଧର ନାୟକ,ଅତହର ଖାନ୍, ହିମାଂଶୁ ମହାନ୍ତି, ତର୍ପଣ ଶତପଥୀ, ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ପ୍ରତ୍ଯୁଷ ପରିଜାଙ୍କୁ, ଜ୍ଯୋତି ରଞ୍ଜନ ମଲ୍ଲିକ, ରାକେଶ ସେଠୀ, ରବିନ୍ଦ୍ର ମଲ୍ଲିକ, ଆଶିଷ ମଲ୍ଲିକ , ପାପୁନା ମଲ୍ଲିକ, ତୁଷାର କାନ୍ତ ପ୍ରଧାନ, ବେଦଦ୍ଯୁତି ପ୍ରୁଷ୍ଟି, କ୍ଷିରୋଦ ସାମଲ, ରାକେଶ ସ୍ବାଇଁ, ସୌମ୍ୟ ପ୍ରିତମ ପ୍ରମୁଖ ଯୋଗଦେଇ ମୋଦି ସରକାର ର ଅଗଣତାନ୍ତ୍ରିକ ନୀତି ବିରୁଦ୍ଧ ରେ ବିଷୋଦଗାର କରିଥିଲେ।
