ଗୀତ ବୋଲି ସୋସିଆଲ ମିଡିଆରେ ଭାଇରଲ

ନୂଆଦିଲ୍ଲୀ: ନିଜ ଟାଲେଣ୍ଟ ଶୋକେସ୍ କରିବା ପାଇଁ ସୋସିଆଲ ମିଡିଆ ଏକ ଭଲ ପ୍ଲାଟଫର୍ମ । ଏଠାରେ ସେୟାର କରାଯାଉଥିବା ପୋଷ୍ଟ ବା ଭିଡିଓକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । କିଛି ଭିଡିଓ ଲୋକଙ୍କ ହୃଦୟ ଜିତୁଛି ତ ଆଉ କିଏ ରାତାରାତି ଫେମସ ହୋଇଯାଉଛି । ସୋସିଆଲ ମିଡିଆରେ ପିଲାଟି ଏକ ରୋମାଣ୍ଟିକ୍ ଗୀତ ଗାଉଛି । ଏହି ସମୟରେ ପିଲାଟିର ଏକ୍ସପ୍ରେସନ ଅତି ସୁନ୍ଦର ଲାଗୁଛି ।

ସେ ବହୁତ ସିରିୟସ ଲାଗୁଛି । ଏହି ଟାଲେଣ୍ଟେଡ୍ ପିଲାଟିର ଭିଡିଓୁ ୨ କୋଟିରୁ ଅଧିକ ଲୋକ ଦେଖିସାରିଛନ୍ତି । ୧୦ ଲକ୍ଷରୁ ଅଧିକ ୟୁଜର୍ସ ଏହି ଭାଇରାଲ ଭିଡିଓକୁ ଲାଇକ୍ କରିଛନ୍ତି ଏବଂ ପ୍ରାୟ ୧୪ ହଜାର ଲୋକ କମେଣ୍ଟ କରି ପ୍ରଶଂସା କରିଛନ୍ତି ।