ରାଜ୍ୟରେ ଆଜି ୮,୦୧୫ କରୋନା ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୪
ଭୁବନେଶ୍ୱର,୨/୫: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୮୦୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫ ନୂଆ ସଂକ୍ରମିତ ରହିଛନ୍ତି। ଏଥିସହିତ ଅନୁଗୁଳରୁ ୫୨୫, ବାଲେଶ୍ୱର ୧୦୦,…
Read More...
Read More...