ରାଜଧାନୀରେ ଲକଡାଉନ ପୂର୍ବରୁ ମଦ ଦୋକାନରେ ଲମ୍ବା ଧାଡ଼ି
ଭୁବନେଶ୍ବର,୩/୫: ଆଗକୁ ଲକଡାଉନ ଥିବା ହେତୁ ମଦଦୋକାନ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଲାଗିଛି।। ରାଜଧାନୀର ବିଭିନ୍ନ ମଦଦୋକାନ ଆଗରେ ଲକଡାଉନ ଆଗରୁ ମଦ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ବର୍ତମାନ ସରକାର…
Read More...
Read More...