Browsing Tag

puri

ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ

ପୁରୀ : ଆଉ ଦୁଇଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ନୀତି ନିର୍ଘଣ୍ଟ ପରେ ପ୍ରସ୍ତୁତିପର୍ବ ଜୋରସୋରରେ ଆଗେଇ ଚାଲିଛି। ବୁଧବାରଠାରୁ ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଆରମ୍ଭ ହେଉଥିବାବେଳେ ଏଥିପାଇଁ…
Read More...

ଘୋଷଯାତ୍ରା ପାଇଁ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଏବଂ ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରଥଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍ ସେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି…
Read More...

ବଡ଼ ଦେଉଳର ନୂଆ ଦ୍ଵାର ନିର୍ମାଣ ଆରମ୍ଭ

ପୁରୀ : ଶ୍ରୀମନ୍ଦିରର ଆଠଟି ଦ୍ବାରରେ ରୁପା ଚାଦର ଲାଗିବ। ଏଥିପୂର୍ବରୁ ଆଠଟି ଯାକ ଦ୍ବାରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମୁମ୍ବାଇରୁ ଆସିଥିବା ୬ଜଣିଆ କାରିଗର ଦଳ ସ୍ବତନ୍ତ୍ର ବର୍ମା ଟିକ୍‌(ଶାଗୁଆନ)ରେ ଏହି…
Read More...

ଥ୍ରିଡି ଲାଇଟ୍‌ରେ ଝଲସିବ ବଡ଼ ଦେଉଳ

ପୁରୀ: ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର। ସନ୍ଧ୍ୟାରେ ଆଲୋକମାଳା(ଫେକେଡ୍‌ ଇଲୁମିନେସନ୍‌)ରେ ଝଲସିବ ଅଁଳାବେଢ଼ଠାରୁ ଆରମ୍ଭ କରି ମେଘନାଦ ପା‌ଚେରି। ଚାରିଆଡ଼େ ଦାମୀ ଥ୍ରିଡି ଲାଇଟ୍‌ ସଂଯୋଗ କରାଯିବ। ଯଦ୍ବାରା…
Read More...

ଜୁନ୍‌ ୨୪ରେ ହେବ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ

ପୁରୀ: ଜୁନ୍‌ ୨୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବକୁ କୋଭିଡ୍‌ କଟକଣା ମଧ୍ୟରେ ପାଳନ କରାଯିବ । ସୀମିତ ସେବକଙ୍କୁ ଏହି ଯାତ୍ରାରେ ସାମିଲ କରାଯିବ । ଭୋର ୪ଟା ପୂର୍ବରୁ ସ୍ନାନବେଦିକୁ ମହାପ୍ରଭୁଙ୍କ…
Read More...

ବିନା ଭକ୍ତରେ କେବଳ ପୁରୀରେ ହେବ ରଥଯାତ୍ରା

ଭୁବନେଶ୍ବର: ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀରେ ହେବ ରଥଯାତ୍ରା। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍। ଏବର୍ଷ  ପୁରୀରେ କଟକଣା ମଧ୍ୟରେ ବିନା ଭକ୍ତରେ ହେବ ରଥଯାତ୍ରା ହେବ ।…
Read More...

ଆଜି ଭଉଁରୀ ଯ଼ାତ୍ରା

ଭୁବନେଶ୍ବର :  ଆଜି ପବିତ୍ର ଭଉଁରୀ ତିଥିରେ ପୁରୀରେ ଶ୍ରୀମନ୍ଦିରରୁ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଯ଼ାଇଛି । ସକାଳ ଧୂପ ପରେ ରତ୍ନ ସିଂହାସନରୁ ତିନି ଠାକୁରଙ୍କଠାରୁ ଆଜ୍ଞାମାଳ ଆସି ତିନିରଥର ଚକ ଅଖରେ  …
Read More...

ଆଜି ଚନ୍ଦନଯାତ୍ରା

ପୁରୀ: ଶନିବାରଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଆରମ୍ଭ ହେଉଛି। ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ,…
Read More...

ଶ୍ରୀକ୍ଷେତ୍ରକୁ ପିଇବା ପାଣି ଚିନ୍ତା

ପୁରୀ: ପାଣି ‌ପାଇଁ ଦେଖାଦେବ ହାହାକାର। ମୁନ୍ଦେ ପାଣି ବି ପିଇବାକୁ ପାଇବେନି ପୁରୀ ସହରବାସୀ। ସମଙ୍ଗ ଓ ସିରେଇକୋଣା ମୌଜାରେ ଥିବା ଜଳସଂରକ୍ଷଣ ପ୍ରକଳ୍ପକୁ ନେଇ ଦୀର୍ଘ ୧୨ ବର୍ଷ ଧରି ଲାଗି ରହିଥିବା ବିବାଦ ଆଜି ଏଭଳି…
Read More...

ସାନିଟାଇଜ ହେଲା ଶ୍ରୀମନ୍ଦିର

ପୁରୀ: କରୋନା ସଂକ୍ରମଣ ଯେତିକି ଭୟାନକ ହେଉଛି ମୃତ୍ୟୁ ହାରବି ସେତିକି ଭୟବିତ୍ତ କରୁଛି । ଗତ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୮ ହଜାର ୯୧୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ କରୋନା ସଂକ୍ରମଣକୁ…
Read More...