ରାଜସ୍ଥାନରେ ଭୂକମ୍ପ ଅନୁଭୂତ
ବିକାନେର୍: ଆଜି ସକାଳ ୭.୪୨ ସମୟରେ ରାଜସ୍ଥାନର ବିକାନେର୍ଠାରେ ୪.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଘଟିଯାଇଛି। ଏ ନେଇ ନେସ୍ନାଲ୍ ସେଣ୍ଟର୍ ଫର୍ ସେସମୋଲୋଜି ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
ଏହି ଅଞ୍ଚଳରେ…
Read More...
Read More...