ଟ୍ରକକୁ ଧକ୍କା ଦେଲା ବସ, ୩୦ ମୃତ, ୪୦ ଆହତ
କରାଚୀ,୧୯/୭ : ଆଜି ପାକିସ୍ତାନରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ପଞ୍ଜାବର ଡେରା ଗାଜୀ ଖାନସ୍ଥିତ ସିନ୍ଧୁ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ ସହ ଧକ୍କା ହେବାରୁ…
Read More...
Read More...