Browsing Tag

Sports

କୋହଲି-ରବିଙ୍କ ଟି-୨୦ ଯୁଗର ଅନ୍ତ

ଦୁବାଇ:  ବିଜୟ ସହ ଟି-୨୦ ବିଶ୍ଵ କପରେ ନିଜର ଅଭିଯାନ ସମାପ୍ତ କଲା ଭାରତୀୟ ଦଳ । ସୁପର-୧୨ ରାଉଣ୍ଡର ଶେଷ ମ୍ୟାଚ୍ରେ ନାମିବିୟାଙ୍କୁ ୯ ଓ୍ଵିକେଟରେ ହରାଇଛି ଭାରତ। ସେମି ଫାଇନାଲ୍ ପହଞ୍ଚି ପାରିନଥିବା ଭାରତ ଶେଷ ମ୍ୟାଚ୍…
Read More...

ଆଜି ଭାରତ-ପାକ୍ କଡ଼ା ଟକ୍କର

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକରେ ଭାରତ-ପାକ୍ ଟକ୍କର ଦେଖିବାକୁ ମିଳିବ । ଆଜି ୧୬ତମ ଦିନରେ ଜାଭେଲିନ୍ ଥ୍ରୋରେ ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତର ନିରଜ ଚୋପ୍ରା ଓ…
Read More...

ଟୋକିଓ ଅଲିମ୍ପିକ୍: ଫାଇନାଲରେ ନିରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ତ୍ରୟୋଦଶ ଦିବସରେ ଭାରତକୁ ଶୁଭ ଖବର ଆସିଛି । ଭାରତର ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ଫାଇନାଲରେ ପହଞ୍ଚିଛନ୍ତି । ଏଥିସହ ଗ୍ରୁପ ‘ଏ’ରେ ନିରଜ ପ୍ରଥମ ସ୍ଥାନରେ ରହିଛନ୍ତି…
Read More...

କଡ଼ା ଟକ୍କର ପରେ ବି ହାରିଗଲା ଭାରତୀୟ ପରୁଷ ହକି ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିବସ । କିନ୍ତୁ ଆଜିର ଦିନରେ ଭାରତୀୟଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଭାରତୀୟ ପୁରୁଷ ହକି ଟିମ୍ ଫାଇନାଲ ରେସରୁ ବାହାର ହୋଇଛନ୍ତି । କଡା ଟକ୍କର ପରେ ବି ସେମି…
Read More...

ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ମହିଳା ହକି‌ର ସେମି-ଫାଇନାଲ୍‌କୁ ଗଲା ଭାରତ

ଟୋକିଓ: ତିନି ଥର ଚାମ୍ପିଅନ୍‌ ହୋଇଥିବା ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାର ମହିଳା ହକି କ୍ବାର୍ଟର୍‌ଫାଇନାଲ୍‌ ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପାଇଁ ସେମି-ଫାଇନାଲ୍‌କୁ…
Read More...

୪୧ ବର୍ଷ ପରେ ଅଲିମ୍ପିକ୍ସ ସେମି ଫାଇନାଲରେ ଭାରତୀୟ ହକି ଦଳ

ଟୋକିଓ,୧/୮: ଭାରତ ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ପ୍ରବେଶ କରିଛି। ଟୋକିଓ ଅଲିମ୍ପିକରେ ଆଜି ଭାରତ ପାଇଁ ଐତିହାସିକ ଦିନ ରହିଛି। ପିଭି ସିନ୍ଧୁ କାଂସ୍ୟ ଜିତି ଭାରତକୁ ଦ୍ଵିତୀୟ ପଦକ ଦେଇଛନ୍ତି । ଏହା…
Read More...

ବକ୍ସିଂ କ୍ୱାର୍ଟର ଫାଇନାଲରେ ଲଭଲିନା ବିଜୟୀ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ଅଷ୍ଟମ ଦିନ । ଆର୍ଚେରୀରେ ଦୀପିକା କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ବକ୍ସିଂ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇଛନ୍ତି…
Read More...

ଟୋକିଓ ଅଲିମ୍ପିକରେ ଫେଲ୍ ମାରିଲେ ଦୂତୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକରୁ ଏକ ନିରାଶାଜନକ ଖବର ଆସିଛି । ରାଜ୍ୟର ଦ୍ରୁତ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ହିଟରେ ୭ମ ସ୍ଥାନରେ ରହିଥିବା ଜଣାପଡ଼ିଛି । ତେବେ ଏହି ୧୦୦ ମିଟର ପ୍ରତିଯୋଗିତାକୁ ଦୂତୀ ୧୧.୫୪ ସେକେଣ୍ଡ…
Read More...

ଟୋକିଓ ଅଲିମ୍ପିକ: କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ । ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ କ୍ୱାର୍ଟରରେ ପହଞ୍ଚିଛନ୍ତି । ପ୍ରି-କ୍ୱାର୍ଟରକୁ ସିଧାସଳଖ ସେଟରେ ଜିତିଛନ୍ତି ସିନ୍ଧୁ । ପ୍ରି-କ୍ୱାର୍ଟରକୁ…
Read More...

ବକ୍ସିଂ କ୍ୱାର୍ଟରରେ ପହଞ୍ଚିଲେ ସତୀଶ କୁମାର

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ ହୋଇଥିବା ଭାରତ ପାଇଁ ଆସିଛି ଅନେକ ଖୁସିଖବର । ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ, ପୁରୁଷ ହକିର ଭାରତର ବିଜୟ ଓ ଆର୍ଚେରୀରେ ଅତନୁଙ୍କ ବିଜୟ ପରେ ବକ୍ସିଂ ସୁପର ହେଭି…
Read More...