ଉଦ୍ଯାପିତ ହେଲା ଟୋକିଓ ଅଲିମ୍ପିକ୍ସ : ଆମେରିକା ଟପ୍ପର, ୪୮ତମ ସ୍ଥାନରେ ଭାରତ
ଟୋକିଓ,୮/୮: ଆଜି ଉଦ୍ଯାପିତ ହୋଇଛି ଟୋକିଓ ଅଲିମ୍ପିକ୍ସ । ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର ହୋଇଛି। ସେହିପରି ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ଚୀନ ରହିଛି।…
Read More...
Read More...