ଆଜି ଶ୍ରୀକ୍ଷେତ୍ରରେ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼

ଭୁବନେଶ୍ୱର, ୨୨/୦୭ : ଶ୍ରୀକ୍ଷେତ୍ରରେ ଆଜି ଦକ୍ଷିଣମୋଡ଼ ହେବ ରଥ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ଅଧାରେ ବନ୍ଦ ରହିଥିଲା ରଥ ଦକ୍ଷିଣ ମୋଡ଼ । ଆଜ୍ଞାମାଳ ଆସିବା ପରେ ରଥ ଦକ୍ଷିଣ ମୋଡ଼ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଏହାକୁ ଅଧାରେ ବନ୍ଦ ରଖିବାକୁ ପଡ଼ିଥିଲା । ଗତକାଲି କେବଳ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣ ମୋଡ଼ ହୋଇଥିଲା ।

SBI AD