ଆଜି ପବିତ୍ର ଗୁରୁଦିବସ

ଭୁବନେଶ୍ୱର, ୦୫/୦୯ : ଆଜି ପବିତ୍ର ଗୁରୁଦିବସ । ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀକୁ ଦେଶବ୍ୟାପୀ ‘ଗୁରୁଦିବସ’ ଭାବେ ପାଳନ କରାଯାଉଛି ।