ପୁଣି ଦୁଇ ଦିନ ସ୍କୁଲ ଛୁଟି : ଘୋଷଣା କଲେ ସରକାର

0

ଭୁବନେଶ୍ୱର,୧୮/୪: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗତ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଛୁଟି ଘୋଷଣା ହୋଇଥିଲା । ଗତ ଦୁଇ ଦିନ ଧରି ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଥିଲା ବେଳେ ପୁଣି ଦୁଇ ଦିନ ୧୯ ଓ ୨୦ ତାରିଖକୁ ଛୁଟି ଘୋଷଣା କରାଯାଇଛି । ଟୁଇଟ କରି ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

SBI AD
Leave A Reply

Your email address will not be published.