୮୮ଲିଟର ମଦ ଜବତ : ଜଣେ ଗିରଫ

ଭୁବନେଶ୍ୱର, ୧୮/୦୮ : ପହଣା ବସଷ୍ଟାଣ୍ଡ ନିକଟରେ ଅଭାବନୀୟ ଘଟଣା ଘଟିଛି। ୮୮ ଲିଟର ମଦ ଜବତ ହୋଇଥିବାବେଳେ ଜଣେ ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ଦେଵେନ୍ଦ୍ର ଦାସ ନାମକ ବ୍ୟକ୍ତି ଚୋରାରେ ମଦ ବେପାର କରି ଆସୁଥିଲା। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆରଡି ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ଓ ତାଙ୍କର ସହଯୋଗୀଙ୍କୁ ନେଇ ଅଚାନକ ଚଢ଼ାଉ କରି ୮୮.୮ଲିଟର ମଦ ଜବତ କରିବା ସହ ଦେଵନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

SBI_Festive_Digital Billboard