ଶିଶୁଟିଏ ଜନ୍ମ ହେବା ପରେ ନିଜ ମା’ଠାରୁ ସ୍ତନ୍ୟପାନ କରିଥାଏ । କିନ୍ତୁ ବହୁତ ଜଲ˜ୀ ପୁରୁଷମାନେ ମଧ୍ୟ ନିଜ ଶିଶୁକୁ ସ୍ତନ୍ୟପାନ କରାଇପାରିବେ । କଥାଟି ବିଶ୍ୱାସ ହେଉନଥିଲେ ବି କଥାଟି ସତ ଅଟେ । ଏହା ଆଉକିଛି ନୁହେଁ ଏହା କେବଳ ହରମୋନ ଫିଟ୍ ଅଟେ । ଯାହାକୁ ପୁରୁଷମାନେ ନିଜ ଛାତିରେ ଫିଟ୍ କରିବା ପରେ ସେମାନେ ନିଜ ଶିଶୁକୁ ସ୍ତନ୍ୟପାନ କରାଇପାରିବେ । ସୂଚନାମୁତାବକ ୟୁନଭସିଟି ଅଫ୍ ଲଣ୍ଡନର କିଛି ଛାତ୍ର ମିଶି ଏଭଳି ଏକ ମେଡିସିନ୍ ତିଆରି କରିଛନ୍ତି ଯାହାଦ୍ୱାରା ପୁରୁଷମାନେ ନିଜ ଛାତିରେ ନିଜ ଶିଶୁକୁ ଲଗାଇ ସ୍ତନ୍ୟପାନ କରିପାରିବେ । ଏହି ମେଡିସିନ୍ର ନାମ ‘ଡାଁପ୍ମୋରିଣ୍ଡାନ୍’ ରଖାଯାଇଛି ।