ତ୍ୱଚାରେ ବ୍ରଣ ହେବା ଏକ ସାଧାରଣ କଥା । କି;ୁ ଏହି ସାଧାରଣ କଥାଟି ଦିନେ ଏକ ବିରାଟ ସମସ୍ୟା ସୃଷ୍ଟିକରେ । ଏହି ସମସ୍ୟା ବିଭିନ୍ନ କାରଣରୁ ଦେଖାଯାଇଥାଏ । ଏଥିପାଇଁ ବ୍ୟତିବ୍ୟସ୍ତ ନ ହୋଇ ସରଳ ଉପାୟରେ ଏହି ବ୍ରଣରୁ ରକ୍ଷା ପାଇହେବ ।
-ବ୍ରଣ ହୋଇଥିଲେ ତ୍ୱଚାରେ ବାରମ୍ବାର ହାତ ମାର;ୁ ନାହିଁ, ଏପରି କରିବା ଦ୍ୱାରା ତ୍ୱଚାରେ ଦାଗ ରହିବା ସ୍ୱାଭବିକ । ଏଥିପାଇଁ ବ୍ରଣ ଉପରେ ବରଫ ଖଣ୍ଡକୁ ହାଲକା ଭାବେ ମାଲିସ୍ କର;ୁ, ଆରାମ ମିଳିବ ।
-ସକାଳୁ ଉଠିବା ପରେ ହର୍ବାଲ୍ ଫେସ୍ୱାସରେ ମୁହଁ ଧୋଇ ନିଅ;ୁ । ଏଥିପାଇଁ ନଖ ଉଷୁମ ପାଣିର ଉପଯୋଗ କରିବା ଉଚିତ୍ । ଏହି ସମୟରେ ସ୍କ୍ରବ୍ର ବ୍ୟବହାର କର;ୁ ନାହିଁ ।
-ବାହାରକୁ ଯିବା ପୂର୍ବରୁ ମୁହଁକୁ ଭଲ ଭାବରେ ଘୋଡ଼ାଇ ନିଅ;ୁ । ଯେପରି ତ୍ୱଚାରେ ଧୂଳି, ମଳି ଜମିବ ନାହିଁ । ନଚେତ୍ ବ୍ରଣ ହେବାର ଆଶଙ୍କା ଅଧିକ ରହିଥାଏ ।
-ନିଜ ତକିଆକୁ ଯଥା ସମ୍ଭବ ପରିଷ୍କାର ରଖିବା ଆବଶ୍ୟକ । ଏହା ଅପରିଷ୍କାର ରହିଲେ ବ୍ରଣ ଅଧିକ ହୋଇଥାଏ ।
-ବ୍ରଣ ଉପରେ ଘି-କୁଆଁରୀର ରସକୁ ଲଗା;ୁ । ଏପରି କରିବା ଦ୍ୱାରା ତ୍ୱଚା ନମନୀୟ ହେବା ସହିତ ସଫା ମଧ୍ୟ ରହିଥାଏ ।
Prev Post
Next Post