ସାମଗ୍ରୀ-ମଇଦା ୨୫୦ ଗ୍ରାମ, ଖୁଆ ୧୦୦ ଗ୍ରାମ୍, ଚିନି ୧୦୦ ଗ୍ରାମ, ତେଲ ଆବଶ୍ୟକ ଅସୁସାରେ, କିସ୍ମିସ୍- ୧୦ଟା, କାଜୁ-୧୦ଟା, ଗୁଜୁରାତି-୪ଟା, ବେକିଂ ପାଉଡ଼ର ଆବଶ୍ୟକ ମୁତାବକ ।
ପ୍ରଣାଳୀ-ମଇଦା,ବେକିଂ ପାଉଡ଼ର ଓ ରିଫାଇନ୍ ତେଲକୁ ଭଲଭାବରେ ମିଶା;ୁ । ଖୁଆ ଶୁଖିଲା ହୋଇଥିବା ଦରକାର । ଚିନିକୁ ଗୁଣ୍ଡ କରିଦିଅ;ୁ । କାଜୁକୁ ଖଣ୍ଡଖଣ୍ଡ କରି କାଟି ନିଅ;ୁ । ଖୁଆ, କାଜୁ, କିସ୍ମିସ୍, ଚିନିଗୁଣ୍ଡ ଓ ମଇଦାକୁ ଭଲଭାବରେ ମିଶାଇ ଅଳ୍ପ ପାଣି ଦେଇ ଚକଟି ଦିଅ;ୁ । ଏବେ ଏହାକୁ ଛୋଟ ଛୋଟ ଗୁଳାକରି ଭିତରେ ପୁର ଦିଅ;ୁ । ଏହାପରେ ତେଲ ଗରମ କରି ଏହି ତେଲରେ କାକରା ଛାଣ ଦିଅ;ୁ । କାକରା ହାáା ମାଟି ରଙ୍ଗର ହୋଇଗଲେ ତେଲରୁ ବାହାର କରି ଦିଅ;ୁ । ଏହାପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କ କାକରା ।