ଆମେରିକୀୟ ବ୍ୟକ୍ତି ସ୍ପେନର ଟ୍ରୋଟର ସୋððର ଶକ୍ତି ଦ୍ୱାରା ସଞ୍ଚାଳିତ ‘ଏନି ହେୟାର ଫ୍ରିଜ୍’ ପ୍ରସ୍ତୁତ କରିଛନ୍ତି, ଯାହାକୁ ବ୍ୟବହାର କରି ବାହାରେ ବୁଲିବା ସମୟରେ ଥଣ୍ଡା ବସ୍ତୁମାନଙ୍କୁଥଣ୍ଡା ରଖାଯାଇପାରିବ । ଏବଂ ଔଷଧଗୁଡ଼ିକୁ ମଧ୍ୟ ବେଶୀ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିହେବ । ବାଦଲର ସ୍ଥିତି ଅନୁଯାୟୀ ଏହି ବ୍ୟାଟେରୀ ଚାଳିତ ପୋର୍ଟେବୁଲ୍ ଫ୍ରିଜ୍ରେ ମୋବାଇଲ୍ ଫୋନ୍ ବି ଚାର୍ଜ କରାଯାଇପାରିବ ।