ମାନସିକ ପୂରଣ ପାଇଁ ସାଙ୍ଗକୁ ବଳି

ଭୁବନେଶ୍ୱର, ୨୧/୦୮ : ମାନସିକ ପୂରଣ ପାଇଁ ସଙ୍ଗକୁ ଘରକୁ ପୂଜାପାଠ କରୁଥିବା ଘର ଭିତରେ ଯୋଡିଦେଇ ଗଣ୍ଡିକୁ ପୋଖରୀରେ ଭାସିବା ପରେ ଘଟଣା ସମୁକ୍ତ ଆସିଛି । ଏଭଳି ଲୋମଟାଙ୍କୁରା ମାରଜ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ । ମୃତକ କୃଷୁରା ଆଉ ‌ବଡ଼ମୁଣ୍ଡା ଗ୍ରାମର ସନ୍ତୋଷ (୪୫)। ୩ ଅଭିଯୁକ୍ତ ବରଡ଼ା ଗାଁର ଶତ୍ରୁପ୍ତ ସାବୁକୁ ପୁଲିସ୍ ଅଟକ ରଖୁଛି I ଦେର୍ଗା ଓଳାପେଡ଼ା ହଇସ୍କୁଲ ନିକଟ ପୋଖରୀରେ ଗୁରୁବାର ଏକ ଗଳିତ ମୃତଦେହ ଭାବୁଥିବା ପିଲାମାନେ ଦେଖିଥିଲେ। ସଫିକ୍ ଟିମ୍ ଓ ସନ୍ଧଜୀ କୁକୁର ସ‌ହ‌ୟତରେ ଆରମ୍ଭ କରିଥିଲା ଦେଓଗାଁ ପୁଲିସ୍ । ମୃତଦେହର ମୁଣ୍ଡ ନ ଅଟରୁ ଏହା ଏକ ହତ୍ୟାକଣ୍ଡ ବୋଲି ପୁଲିସ୍ ପ୍ରଥମରୁ ସନ୍ଦେହ କରିଥିଲା। ଅନ୍ୟପଟେ ‌ବଡ଼ମୁଣ୍ଡ ଭ୍ରମର ସନ୍ତୋଷ ୫ ଦିନ ହେଲା ମିଶୋକ ପ୍ରବରୁ ପୁଲିସ୍ ତାଙ୍କ ଘରକୁ ଖବର ପଠାଇଥିଲା। ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ପଚରାଉଚରା ବେଳେ ସନ୍ତୋଷ କିଛିଦିନ ହେଲା ଶତ୍ରୁଘ୍ନ ସହ ବୁଲାବୁଲି କରୁଥିବା ଜଣାପଡ଼ିଥିଲା । ଏସ୍‌ତିପିଓ ସରେଜ ଉପାଧ୍ୟାୟ ଶତ୍ରୁଘ୍ନକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥୁଲା । ସନ୍ତୋଷଙ୍କୁ ହତ୍ୟା କରିଥିବା ଶତ୍ରୁଘ୍ନ ମାନି ନେଇଥିଲା I ହେଲେ ପୁଲିସ୍‌କୁ ଭୁଆଁ ବୁଲାଇବାକୁ ମୃତଦେହ ଓ କଟମୁଣ୍ଡ ପୋଖରାରେ ଫିଙ୍ଗି ଦେଇଥିବା କହିଥିଲା ।

ଅଗ୍ନିଶମ କର୍ମଚାରୀ ଗଭୀର ପାଣିରେ ଦୀର୍ଘ ସମୟ ଖୋଜାଖୋଜି କରିଥିଲେ ହେଁ ମୁଣ୍ଡ ପାଇ ନ ଥିଲେ। ଘନଘନ ଜେରାରୁ ଅଭିଯୁକ୍ତ ସତ ଓଗାଳିଥିଲା । ସେ ରହୁଥିବା ଘର ଭିତରେ କଟମୁଣ୍ଡ ପୋତି ଦେଇଥୁବା କହିଥିଲା । ପୁଲିସ୍ ରକ୍ତ ସ୍ଥାନ ଖୋଳି କଟାମୁଣ୍ଡ ଜବତ କରିଥିଲା। ଜଗମୁଣ୍ଡ ପୋତାଯାଇଥୁବା ଘରେ ତିନୋଟି ତମ୍ବା ନାଗ ଏବଂ କାଠଖୁଣ୍ଟରେ ପୂଜାର୍ଚ୍ଚନା କରି ବେଲପତ୍ର ଚଡ଼ଯାଇଥିବା ଦେଖିବାକୁ ମିଳିଛି। ପାର୍ଶ୍ବରେ ଥିବା ଏକ କାଠଖୁଣ୍ଟରେ ଧାର ଧାର ରକ୍ତର ଛିଟା ପଡ଼ିଥିଲା । ଅଭିଯୁକ୍ତ ଶତ୍ରୁଘ୍ନକୁ ପଚାରିବାରୁ ସେ ସନ୍ତୋଷଙ୍କୁ ବଳି ଦେଇଥିବା ଟୀକାର କରିବା ସହ ସମସ୍ତ ଘଟଣା ବଖରିଥିଲା । ଏ ନେଇ ଆଇଆଇସି ସବିତା ଠେମରିଆ କହିଛତି, ତଦନ୍ତ୍ର ପରେ ବିସ୍ତୃତ ସୂଚନ ଦିଅଯିବ।