ଫୁଲକୋବି ରସା

ପ୍ରସ୍ତୁତି ସାମଗ୍ରୀ- ଫୁଲକୋବି ୧ଟା, ଘିଅ ବା ବଟର ୫୦ଗ୍ରାମ୍‌, ଭଜା ଜିରା ୨ଚାମଚ, ଭଜା ଧନିଆ ୨ଚାମଚ, ଭଜା ଲଙ୍କାଗୁଣ୍ଡ ୨ଚାମଚ, ବିଲାତିବାଇଗଣ ୨ଟି, ଅଦା ଖଣ୍ଡେ, ଲୁଣ- ହଳଦୀ ପରିମାଣ ଅନୁଯାୟୀ ।
ପ୍ରଣାଳୀ-ପ୍ରଥମେ କୋବିକୁ ଧୋଇ ଲୁଣ, ହଳଦୀ ଗୋଳେଇ ରଖ;ୁ । ତା’ଉପରେ ବଟରକୁ ପକେଇ ସେଥିରେ ଅଦାବଟା ଦେଇ କୋବିକୁ କଷ;ୁ । ପାଞ୍ଚମିନିଟ୍‌ ପରେ କଟା ବିଲାତିବାଇଗଣ ପକାଇ ଭାଜ;ୁ । ତା’ପରେ ଜିରା, ଧନିଆ, ଲଙ୍କାଗୁଣ୍ଡ ଦେଇ ସାମାନ୍ୟ ଢାଙ୍କିଦିଅ;ୁ । ଓହ୍ଲାଇ ଗରମ ଗରମ ଖାଇବାକୁ ଦିଅ;ୁ ।