ଆସନ୍ତା କାଲି ୯ ଘଣ୍ଟିଆ ଭାରତ ବନ୍ଦ

0

ଆସନ୍ତା କାଲି ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୨୨ଟି ରାଜ୍ୟରେ ଯାତାୟତ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଦୈନନ୍ଦିନ ସେବା ଠପ୍ ପଡିବ । ହରିୟାନା, ରାଜସ୍ଥାନ, ଜମ୍ମୁ-କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର, ଦିଲ୍ଲୀ ଓ କେରଳ ଭଳି ପ୍ରମୂଖ ରାଜ୍ୟରେ ବିଭିନ୍ନ କୃଷକ ସଂଗଠନ ଆସନ୍ତାକାଲି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତିି ବୋଲି ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘର ମୁଖପାତ୍ର ସୁନିଲ ଗୌର କହିଛନ୍ତି ।

 

Leave A Reply

Your email address will not be published.