ଭୁବନେଶ୍ୱର, ୦୬/୦୭ : ଚାଉଳିଆଗଞ୍ଜ ଥାନାର ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀ ବିୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାରେ ତାଙ୍କ ପରିବାର ପକ୍ଷରୁ ହତ୍ୟାର ଅଭିଯୋଗ ଉଠିଥିବା ବେଳେ ମାମଲା ଏବେ ଜାତୀୟ ମାନବାଧିକାର କମିସନ (ଏନଏଚଆରସି)ର ଦ୍ୱାରସ୍ଥ ହୋଇଛି ।