Browsing Category

home

ଆଉ ୧୦ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର : ଓଡ଼ିଶା ଆଉ ୧୦ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ବୋଲି ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଉଭୟ ପୁରୁଷ ଓ ମହିଳା ଦଳର ପ୍ରାୟୋଜକ ହେବ ଓଡ଼ିଶା। ୨୦୩୩…
Read More...

ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର: ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ଆସିବ ନୂଆ ସର୍ତ୍ତାବଳୀ

ଭୁବନେଶ୍ୱର: ଆଜି ଅପରାହ୍ଣ ୫.୩୦ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡ଼ିଶା…
Read More...

ଆମ୍ବ ଖାଇଲେ କ୍ୟାନ୍ସର ହେବାର ସମ୍ଭାବନା କମ୍ ଥାଏ 

ଆପଣ ଜାଣିଛନ୍ତି କି ଆମ୍ବ ଖାଇଲେ ଆମ ଶରୀରକୁ କି ଉପକାର ମିଳିଥାଏ । ଆଜ୍ଞା ହଁ ଆମ୍ବ ଯେମିତି ପାଟିକୁ ସୁଆଦ ସେମିତି ଦେହକୁ ହିତ । ବତ୍ତର୍ମାନ ଆମ୍ବ ଋତୁ ଆସିଛି । ବଜାରରେ ପ୍ରବଳ ମାତ୍ରାରେ ଆମ୍ବ ବିକ୍ରି ମଧ୍ୟ ହେଉଛି…
Read More...

ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ: ବଢ଼ିଯିବ ମୋଟାପଣ

ଓଜନ ବୃଦ୍ଧି ଓ ପେଟ ବଢିବା ଅନେକ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ । ସଭିଏଁ ଇଚ୍ଛା କରିଥାଆନ୍ତି ବୃଦ୍ଧି ପାଉଥିବା ଓଜନକୁ ହ୍ରାସ କରିବା ସହ ପେଟ କମାଇବାକୁ । ଏହି କାରଣରୁ ବ୍ୟାୟାମ ଓ ଖାଦ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ…
Read More...

BARCରେ ୪ହଜାରରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଦରମା ୨ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଯୁବକ ଓ ଯୁବତୀଙ୍କ ପାଇଁ ରୋଜଗାରର ସୁବର୍ଣ୍ଣ ସୁଯୋଗ ରହିଛି । ଭାଭା ଅଟୋମିକ ରିସର୍ଚ୍ଚ ସେଣ୍ଟର ୪୦୦୦ରୁ ଅଧିକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପଦ ପାଇଁ ଇଚ୍ଛୁକ…
Read More...

ଅକ୍ଷୟ ତୃତୀୟାରେ ଦିଲ୍ଲୀରେ ବିକ୍ରି ହୋଇଛି ୨୫୦ କୋଟିର ସୁନା

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟ ଅବସରରେ ସାରା ଦେଶରେ ଲୋକମାନେ ସୁନା କିଣିଛନ୍ତି । ରାଜଧାନୀ ଦିଲ୍ଲୀରେ ସ୍ୱର୍ଣ୍ଣାଭୂଷଣ କ୍ରୟ ଯୋଗୁ ସୁନାରୁପା ବଜାର ଚମକିଛି । ଅନୁମାନ କରାଯାଉଛି ଏହି ଦିନରେ ପାଖାପାଖି ୨୫୦ କୋଟି ଟଙ୍କାର…
Read More...

୨୦୨୨ରେ ପିଚାଇ ପାଇଛନ୍ତି ୧୭୮୮ କୋଟି ଦରମା, ଗୁଗୁଲ୍ କର୍ମଚାରୀଙ୍କ ହାରାହାରି ଦରମା ତୁଳନାରେ ୮୦୮ ଗୁଣ ଅଧିକ

ନୂଆଦିଲ୍ଲୀ : ଗୁଗୁଲ୍ର ମୂଳ କମ୍ପାନି ଆଲଫାବେଟ୍ର ସିଇଓ ସୁନ୍ଦର ପିଚାଇ ୨୦୨୨ ମସିହାରେ ୨୨.୬ କୋଟି ଡଲାର ବା ପ୍ରାୟ ୧୮୫୪ କୋଟି ଟଙ୍କା ଦରମା ପାଇଛନ୍ତି । ପିଚାଇଙ୍କ ଦରମା ଗୁଗୁଲ୍ କର୍ମଚାରୀଙ୍କ ହାରାହାରି ଦରମା…
Read More...

ଆଜି ରାଜ୍ୟ କ୍ୟାବିନେଟ୍ : ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସନ୍ଧ୍ୟା ୫.୩୦ରେ ଅନୁଷ୍ଠିତ ହେବ । ଏହି ବୈଠକରେ କୃଷି, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା…
Read More...

ବୈଶାଖ ମାସରେ ଦାନ କରନ୍ତୁ ଏହିସବୁ ବସ୍ତୁ, ଲାଭ କରିବେ ଅଶେଷ ପୁଣ୍ୟ…

ବାରଟି ରାଶିର ନାମାନୁସାରେ ବାର୍ଷିକ ୧୨ଟି ସଂକ୍ରାନ୍ତି ପଡ଼ିଥାଏ। ତିଥିବାର ଅନୁଯାୟୀ ଏହିସବୁ ସଂକ୍ରାନ୍ତିର ଭିନ୍ନ ଭିନ୍ନ ଏବଂ ବିଶେଷ ମହତ୍ତ୍ବ ରହିଛି। ନିକଟରେ ଓଡ଼ିଆ ନବବର୍ଷ ଭାବେ ପାଳିତ ହୋଇଛି ମେଷ ସଂକ୍ରାନ୍ତି।…
Read More...

୨୫ ଏପ୍ରିଲ୍‌ରେ ଦେଶର ପ୍ରଥମ ‘ୱାଟର ମେଟ୍ରୋ’କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ମୁମ୍ଵାଇ, ୨୪/୪ : ୨୫ ଏପ୍ରିଲରେ କେରଳର କୋଚିରେ ପ୍ରଧାନମନ୍ତ୍ରୀ ପ୍ରଥମ 'ୱାଟର ମେଟ୍ରୋ'କୁ ଦେଶ ପାଇଁ ଉତ୍ସର୍ଗ କରିବେ। ଏହା କେବଳ ଭାରତରେ ନୁହେଁ ଦକ୍ଷିଣ ଏସିଆରେ ମଧ୍ୟ ପ୍ରଥମ ମେଟ୍ରୋ ହେବ ଯାହା ଜଳ ଉପରେ ଚାଲିବ।…
Read More...