Browsing Category

ଖେଳ

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍, ଓଡ଼ିଶାରୁ ଅଂଶଗ୍ରହଣ କରିବେ ୪୦ ଦଳ

ଭୁବନେଶ୍ୱର, ୧୭/୦୩ : ଆସନ୍ତା ୧୮ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬ । ଭାରତୀୟ ପାରାଅଲିମ୍ପିକ୍ କମିଟି, ଓଡ଼ିଶା ସରକାର ଓ ପାରା ସ୍ପୋର୍ଟ୍ସ…
Read More...

ଦିନିକିଆ ବିଶ୍ବକପ ୨୦୨୭ : ଆୟୋଜନ କରିବେ ୩ଟି ଦେଶ

ନୂଆଦିଲ୍ଲୀ, ୧୭/୦୩ : ଆସନ୍ତାବର୍ଷ ଦିନିକିଆ ବିଶ୍ବକପ ହେବାକୁ ଯାଉଛି । ଆଇସିସି ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ଆଗାମୀ ବିଶ୍ବକପର ଆୟୋଜନ ୩ ଦେଶ ମିଳିତ ଭାବେ କରିବେ । ଆଇସିସି ଦିନିକିଆ ବିଶ୍ବକପ ୨୦୨୭ର…
Read More...

IPL 2026 କାର୍ଯ୍ୟସୂଚୀ ଘୋଷଣା, ପ୍ରଥମ ମ୍ୟାଚରେ ଏହି ଟିମକୁ ଭେଟିବ RCB

ନୂଆଦିଲ୍ଲୀ, ୧୩/୦୩ : IPL 2026 କାର୍ଯ୍ୟସୂଚୀ ଘୋଷଣା କରିଛି ବିସିସିଆଇ। ପ୍ରଥମ ୨୦ଟି ମ୍ୟାଚ୍ ପାଇଂ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଇପିଏଲର ୧୯ତମ ସଂସ୍କରଣର ପ୍ରଥମ ପର୍ଯ୍ୟାୟରେ ୧୫ ଦିନ ମ୍ୟାଚ୍ ଖେଳାଯିବ।…
Read More...

ରାହୁଲ ଦ୍ରାବିଡ ଏବଂ ଶୁବମନ ଗିଲଙ୍କୁ ସମ୍ମାନିତ କରିବ ବିସିସିଆଇ

ନୂଆଦିଲ୍ଲୀ, ୧୨/୦୩ : ଆସନ୍ତା ୧୫ ତାରିଖରେ ବିସିସିଆଇ ବାର୍ଷିକ ଉତ୍ସବ ନମନ ଆୱାର୍ଡ ସମାରୋହରେ ପୂର୍ବତନ କ୍ରିକେଟର ତଥା କୋଚ୍ ରାହୁଲ ଦ୍ରାବିଡ ଏବଂ ଶୁବମନ ଗିଲଙ୍କୁ ସମ୍ମାନିତ କରିବ । ରାହୁଲ ଦ୍ରାବିଡଙ୍କୁ କର୍ଣ୍ଣଲ…
Read More...

ଗୋଟିଏ ପରିବାରର ୩ଜଣଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର, ୧୨/୦୩ : ଦେବଗଡ କୁଣ୍ଡେଇଗୋଳା ଥାନା ଗରିଆପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହାଣି ହତ୍ୟା କରାଯାଇଥିବା…
Read More...

ମିଳିଲାନି ବିମାନ ଟିକେଟ, ପତ୍ନୀଙ୍କ ସହିତ ଟ୍ରେନରେ ଘରକୁ ଫେରିଲେ ଶିବମ ଦୁବେ

ନୂଆଦିଲ୍ଲୀ, ୧୧/୦୩ : ଅହମଦାବାଦରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡକୁ ଏକତରଫା ହରାଇ ଲଗାତାର ଦ୍ବିତୀୟ ଏବଂ ରେକର୍ଡ ଭାବେ ୩ୟ ଥର ଟାଇଟଲ ବଜାୟ ରଖିଛି । ଏଥର ଟିମ୍ ଇଣ୍ଡିଆ ବିଜୟ ପାଇଁ କୌଣସି ବିଜୟ…
Read More...

ସଞ୍ଜୁ ହୋଇପାରନ୍ତି ପରବର୍ତ୍ତୀ ଟି-୨୦ ଅଧିନାୟକ

ନୂଆଦିଲ୍ଲୀ, ୧୧/୦୩ : ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବ​‌ରେ ପୁରୁଷ ଟି-୨୦ ବିଶ୍ବକପ-୨୦୨୬ରେ ଚମ୍ପିଆନ ହୋଇଛି ଭାରତ । ଏଥି ସହିତ ଭାରତ ବିଶ୍ବର ପ୍ରଥମ ଦଳ ଭାବେ କ୍ରମାଗତ ଦ୍ବିତୀୟ ଥର ଟାଇଟଲ ଜିତିଛି। ତେବେ ଚାପଭରା…
Read More...

ବିସିସିଆଇ ଦେବ ଟିମ୍ ଇଣ୍ଡିଆକୁ ୧୩୧ କୋଟି ପୁରସ୍କାର ରାଶି

ନୂଆଦିଲ୍ଲୀ : ଲଗାତାର ତୃତୀୟ ଥର ପାଇଁ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତି ଇତିହାସ ରଚିଛି। ଟିମ୍ ଇଣ୍ଡିଆ ଖେଳାଳିଙ୍କ ଏହି ଉତ୍କୃଷ୍ଟ ପ୍ରଦର୍ଶନକୁ ଦେଖି ବିସିସିଆଇ ୧୩୧ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା…
Read More...

ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଜସପ୍ରିତ ବୁମରାହ

ନୂଆଦିଲ୍ଲୀ, ୧୦/୦୩ : ଟିମ ଇଣ୍ଡିଆର ଟି୨୦ ବିଶ୍ୱକପ ଟାଇଟଲ ବିଜୟରେ ଅନେକ ଖେଳାଳିଙ୍କ ହାତ ଥିଲା। କିନ୍ତୁ ଫାଇନାଲରେ ଏମିତି ଏକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଥିଲା, ଯାହା ଏତେଟା ଆଲୋଚନା ହୋଇ ନ ଥିଲା। ଜସପ୍ରୀତ ବୁମରା…
Read More...

ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ବଡ ଘୋଷଣା, ମିଳିବ ୧୦୦ କୋଟିରୁ ଅଧିକ ପୁରସ୍କାର

ନୂଆଦିଲ୍ଲୀ, ୧୦/୦୩ : ବିଶ୍ୱ ବିଜେତା ଭାରତୀୟ ଦଳ ପାଇଁ ପୁଣି ଥରେ ଖଜାନା ଖୋଲିଛି ବିସିସିଆଇ । ଟିମ୍ ଇଣ୍ଡିଆର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ବିସିସିଆଇ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ।…
Read More...