୨୬ ଦିନର ଅନଶନ ପରେ ବିବାଦ: ‘ପ୍ରତିଶ୍ରୁତି ଭାଙ୍ଗିଲେ କେନ୍ଦ୍ର ମନ୍ତ୍ରୀ’ : ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ, ୦୬/୦୮ : ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ୨୬ ଦିନର ଅନଶନ ଶେଷ କରିବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି । ୱାଙ୍ଗଚୁକ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦୁଇ ମନ୍ତ୍ରୀ ଜେ.ପି. ନଡ୍ଡା ଓ ଜିତେନ୍ଦ୍ର ସିଂହ ତାଙ୍କ ଅନଶନ ଭଙ୍ଗ ସମୟର ଫଟୋ ପ୍ରକାଶ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେହି ପ୍ରତିଶ୍ରୁତି ପାଳନ ହୋଇନଥିବାରୁ ସେ ସମସ୍ତ ରାଜନୈତିକ ନେତାଙ୍କ ଉପରୁ ଭରସା ହରାଇଥିବା କହିଛନ୍ତି ।

 

SBI AD