ତୁର୍କୀର ସିବରୀସରେ ଭୂକମ୍ପ ଝଟକା ଦେଶ ବିଦେଶ By Odisha Khabar On Apr 20, 2023 Share ନୂଆଦିଲ୍ଲୀ ୨୦/୦୪ : ତୁର୍କୀର ସିବରୀସରେ ଗୁରୁବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଭୂକମ୍ପର ଝଟକା ସକାଳ ୫ଟା ୩୦ ଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେଡର୍କ କରାଯାଇଛି। ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇ ନାହିଁ ବୋଲି ସୂଚନା ମିଳିଛି। Share