ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା , ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୭/୦୭ : ଆଜି ପ୍ରବଳ ବର୍ଷିବ । ବର୍ଷା ନେଇ ଆଜି ୫ ଜିଲ୍ଲାରୁ ରେଡ ୱାର୍ଣ୍ଣିଂ ଜାରି । ୧୮ ଜିଲ୍ଲାକୁ ଅରେଞ୍ଜ, ୭ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଓ ଆସନ୍ତାକାଲି ପୁରୀକୁ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଳକନ କରିଛି ପାଣିପାଗ ବିଭାଗ । ପ୍ରବଳରୁ ଭୀଷଣ ବର୍ଷା ନେଇ ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ୫ ଜିଲ୍ଲା, ସମ୍ବଲପୁର, ଅନୁଗୁଳୁ, ସୋନପୁର, ଦେବଗଡ଼, ବୌଦ୍ଧ ରେଡ ୱାଣ୍ଣିଂ ଜାରି ହୋଇଛି ।

 

SBI AD