କେନ୍ଦ୍ରାପଡା : କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ୟାଳୟ ଅଧିନସ୍ଥ କେନ୍ଦ୍ରାପଡା ଟାଉନ ଥାନା ପୋଲିସକୁ ଆଉ ଗୋଟିଏ ସଫଳତା ମିଳିଛି l
ଖବରରୁ ପ୍ରକାଶ ଦୁଇଗୋଟି ଦୁଷ୍କର୍ମ ମାମାମଲାରେ ଦୁଇଜଣ ଆସାମୀଙ୍କୁ ଟାଉନ ପୋଲିସ ଠାବ କରି ଗିରଫ କରିବାରେ ସଫଳ ହୋଇଛି l ମାମଲାରେ ପଡ଼ା ଗୟାସ ପୁର ଗ୍ରାମର ଆସମୀ ସୁଶାନ୍ତ ମଳିକ ଓ ଆଉ ଜଣକ ଚାହାପଡ଼ା ଗ୍ରାମର ରାକେଶ ମଳିକ ବୋଲି ଜଣାପଡିଛି l ପୋଲିସ ଜଣକୁ ମହାକାଳପଡ଼ାରୁ ଗିରଫ ହୋଇଥିବା ବେଳେ ଅନ୍ୟ ଜଣକୁ ସୁଦୂର ଭୁବନେଶ୍ୱରରୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି l ଟାଉନ ପୋଲିସ ତରଫରୁ ଆସମୀ ମାନଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ଵିଧି ଆଇନର ଧାରା 366/506/379/376/354/34ଆଇପିସି ରୁଜୁ ହୋଇଛି l
Next Post