ଶେଷ ରଜ: ଉତ୍ସବ ମୁଖର ପୁରପଲ୍ଲୀ

0

ସାରା ରାଜ୍ୟରେ ଜମୁଛି ରଜ ମଉଜ । ବିଭିନ୍ନ ସ୍ଥାନରେ ଦୋଳି ଖେଳ ସାଙ୍ଗକୁ ପୋଡ଼ ପିଠାର ଆସର ଜମିଛି । ଝିଅ,ବୋହୂ ମାନେ ରଙ୍ଗ ବେରଙ୍ଗର ଡ୍ରେସ, ଶାଢୀ ପିନ୍ଧି ଦୋଳି ଖେଳିବା ସହ ପୁଂଚି ଖେଳର ମଜା ଉଠାଇଛନ୍ତି । ଆଜି ଶେଷ ରଜ ହୋଇଥିବାରୁ ଭରୁରର ମଜା ଉଠାଉଛନ୍ତି ସଭିଏଁ । କେତେକ ସ୍ଥାନରେ ପୋଡ ପିଠା , ଖେଳ କୁଦ, କବାଡି, ଲୁଡୁ ପ୍ରତିୋଗିତା କରାଯାଉଛି । କଟକ, ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା ଆଦି ସହର ମାନଙ୍କରେ ବିଭିନ୍ନ ପ୍ରତିୋଗୀତା କରାଯାଉଛି । ଆଜି ରଜ ଶେଷ ହେଉଥିବାରୁ କେହି ବି ଏହାକୁ ହାତ ଛଡ଼ା କରୁନାହାଁନ୍ତି ।

Leave A Reply

Your email address will not be published.