ରାଜ୍ୟରେ ସର୍ବକ୍ଷମା ଯୋଜନା ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ବେଆଇନ ଭାବେ ନିର୍ମାଣ ହୋଇଥିବା ପ୍ଲଟ ଗୁଡିକୁ ସର୍ତମୂଳକ ସ୍ୱୀକୃତି ପ୍ରଦାନ କରିବ ରାଜ୍ୟ ସରକାରଙ୍କ ଏହି ଯୋଜନା । ବିନା ଅନୁମୋଦନରେ ହୋଇଥିବା ଗୃହ କାର୍ଯ୍ୟକୁ ଅନୁମୋଦିତ କରିବା ହେଉଛି ସର୍ବକ୍ଷମା ଯୋଜନା । ଏହି ଯୋଜନାରେ ଅନୁମୋଦନ ପାଇଁ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡିବ । ଗୃହ ନିର୍ମାଣ ପ୍ଲାନ, ଅଗ୍ନି ନିରାପତ୍ତା ପ୍ରମାଣ ସହ ଆବେଦନ କରିପାରିବେ । ୩ଶହ ବର୍ଗ ମିଟର ପର୍ଯ୍ୟନ୍ତ ପ୍ଲଟ ପାଇଁ ପଡୋଶୀଙ୍କ ଏନ୍ଓସି ଅନାବଶ୍ୟକ ହେବ । ସ୍ୱାସ୍ଥ୍ୟସେବାରେ ସଂପୃକ୍ତ ସଂସ୍ଥା ପାଇଁ ସର୍ବକ୍ଷମା ମାପଦଣ୍ଡ ମଧ୍ୟ କୋହଳ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
Prev Post
Next Post