ମୋ ବସ୍‌ ପରେ ମୋ ସାଇକେଲ୍‌

ଭୁବନେଶ୍ୱର, ୨୩/୧୧: ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଯାତ୍ରୀଙ୍କ ଯାତାୟାତ ସୁବିଧା ପାଇଁ ମୋ ବସ୍‌ ସେବା ଆରମ୍ଭ କରାଯାଇଥିବା ବେଳେ ଏବେ ଯାତ୍ରୀଙ୍କ ସ୍ୱାସ୍ଥ୍ୟପ୍ରତି ଯନିବାନ ହେବା ଲକ୍ଷରେ ମୋ ସାଇକେଲ୍‌ ସେବା…
Read More...

ଟଙ୍କା ସଞ୍ଚୟ ମହଙ୍ଗା ପଡିଲା

ସବୁ ଲୋକ ଟଙ୍କା ସଞ୍ଚୟ କରିପାରନ୍ତି ନାହିଁ । କିନ୍ତୁ ଯାହା ପାଖରେ ଏହି ଗୁଣ ରହିଲା ସେ ବହୁତ ଜଲ˜ି ଧନୀ ହୋଇଥାଏ । କୁହାଯାଏ ମହିଳା ମାନେ ଟଙ୍କା ସଞ୍ଚୟ କରିବାରେ ମାହିର୍‌ ଥାନ୍ତି । କିନ୍ତୁ କେବେ କେବେ ଏହି ଗୁଣ…
Read More...

ୟୁଟିଉବ୍‌ରେ ନିଶୁଲ୍‌କ ହେବ ଫିଲ୍ମ

ୟୁଟୁ୍ୟବ୍‌ରେ ଫିଲ୍ମ ଅପଲୋଡ କରି ଦେଖିବା ବର୍ତ୍ତମାନ କ୍ଷେତ୍ରରେ ନୂଆ ନୁହେଁ । ସାଧାରଣତଃ କିଛି ବିଶେଷ ଫିଲ୍ମ ଗୁଡିକ ଦେଖିବା ପାଇଁ କିଛି ମୂଲ୍ୟ ପଇଠ କରିବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ୟୁଟୁ୍ୟବ୍‌ ଏକ…
Read More...

ରିଲିଜ୍‌ ହେଲା ସନିଙ୍କ ଭୈୟାଜୀ

ରିଲିଜ୍‌ ହୋଇଯାଇଛି ଅଭିନେତା ସନି ଦେୱଲ୍‌ ଷ୍ଟାରର୍‌ କମେଡ଼ି ଡ୍ରାମା ଆକ୍ସନ୍‌ ଫିଲ୍ମ ଭୈୟାଜୀ ସୁପର୍‌ହିଟ୍‌’ । ଫିଲ୍ମ ନିର୍ଦ୍ଦେଶନା ନିରଜ ପାଠକ ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଚିରଗ୍‌ ଧରିୱାଲ୍‌ ।…
Read More...

ଯୁବତୀଙ୍କ ପ୍ରଥମ ପସନ୍ଦ ପ୍ରିଣ୍ଟେଡ୍‌ ଲେଗିନ୍ସ

ପରିବର୍ତ୍ତୀତ ସମୟ ସହ ତାଳ ଦେଇ ଫ୍ୟାଶନ୍‌ ଜଗତକୁ ନୂଆଁ ନୂଆଁ ଫ୍ୟାଶନ୍‌ର ଆଗମନ ହୋଇଥାଏ ଯାହାକୁ ପ୍ରତ୍ୟେକ ଯୁବତୀ ନିଜ ଉପରେ ପ୍ରୟୋଗ କରିବା ପାଇଁ ଆଗଭର ହୁଅନ୍ତି । ଝିଅମାନଙ୍କ ଚାହିଦାକୁ ଆଖି ଆଗରେ ରଖି ବର୍ତ୍ତମାନ…
Read More...

ଅନନ୍ତନାଗରେ ସେନାର ଏନକାଉଣ୍ଟର, ୬ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର, ୨୩/୧୧ : ଜାମ୍ମୁ-କାଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କୁ ଏକ ବଡ ଧରଣର ସଫଳତା ମିଳିଛି । ଅନନ୍ତନାଗ ଜିଲ୍ଲାର ସେକିପୋରା ଅନର୍ଗତ ବିଜବିହାରୀଠାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ…
Read More...

ଓଜନ ହ୍ରାସ କରିବ ନଡ଼ିଆତେଲ

ଓଜନ କମ୍‌ କରିବାକୁ ଦୃଷ୍ଟିରେ ରଖି ଆମେ ଭାତ କମ୍‌ ଖାଇଥାଉ । କି;ୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଭାତ ପ୍ରସ୍ତୁତ ପାଇଁ ଏପରି ପଦ୍ଧତି ସନ୍ଧାନ କରାଯାଇଛି ଯାହାଦ୍ୱାରା କ୍ୟାଲେରୀ କମ୍‌ ହୋଇପାରିବ ।…
Read More...

ସେମିଫାଇନାଲ୍‌ ହାରି ବିଶ୍ୱକପ୍‌ରୁ ବିଦାୟ ନେଲା ୱିମେନଇଣ୍ଡିଆ

ନୂଆଦିଲ୍ଲୀ, ୨୩/୧୧ : ଭାରତୀୟ ମହିଳା କ୍ରିକେଟ ଟିମକୁ ମହିଳା ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ପୁଣିଥରେ ନିରାଶ ହେବାକୁ ପଡିଛି । େୱଷ୍ଟଇଣ୍ଡିଜର ଆଣ୍ଟିଗୁଆଠାରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପର…
Read More...

ବେରି ବଢାଏ ପୁରୁଷଙ୍କ ସ୍ମରଣଶକ୍ତି

ବାଦାମ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ ବୋଲି ସର୍ବଦା କୁହାଯାଇଥାଏ । ବାଦାମକୁ ରାତିରେ ପାଣିରେ ଭିଜାଇ ପରଦିନ ସକାଳୁ ଖାଇବା ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ମସ୍ତିଷ୍କ ଓ ସ୍ମରଣ ଶକ୍ତିର ବୃଦ୍ଧି ପାଇଁ…
Read More...

ନିର୍ବାଚନରେ ବାଲଟ ବ୍ୟବହାରକୁ ଅଗ୍ରାକ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୩/୧୧ : ଦେଶର ୫ ଟି ରାଜ୍ୟରେ ହେଉଥିବା ବିଧାନସଭା ର୍ନିବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଇଭିଏମ (ଇଲେକଟ୍ରୋନିକ ଭୋଟିଂ ମେସିନ) ବଦଳରେ ବାଲଟ ପେପର ଜରିଆରେ ମତଦାନ ହେଉ ବୋଲି ସୁପ୍ରିମକୋର୍ଟରେ ଏକ…
Read More...