ରାଜ୍ୟରେ ୨୦ ଯାଏ ଲାଗି ରହିବ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୬/୦୯ : ରାଜ୍ୟରେ ୫ ଦିନ ପ୍ରବଳ ବର୍ଷିବ । ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ନେଇ ୨୦ ଜିଲ୍ଲା ପାଇଁ ସତର୍କତା ଜାରୀ କରିଛି ପାରିପାଗ ବିଭାଗ । ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ, ଅଧା ଓଡ଼ିଶା ଅର୍ଥାତ୍ ୧୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।