Browsing Tag

Sports

ଟୋକିଓ ଅଲିମ୍ପିକ୍: ପ୍ରି-କ୍ୱାର୍ଟର ଫାଇନାଲରେ ସିନ୍ଧୁ

ନୂଆଦିଲ୍ଲୀ: ଆଜି ହେଉଛି ଟୋକିଓ ଅଲିମ୍ପିକ-୨୦୨୦ର ଷଷ୍ଠ ଦିବସ । ଆଜି ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଦେଶ ପାଇଁ ଖୁସି ଖବର ଆଣିଛନ୍ତି । ସେ ହଂକଂର ଚିୟୁଙ୍ଗ ନଗନ ୟିଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ…
Read More...

ଅଲିମ୍ପିକ୍ସରେ: ସ୍ପେନକୁ ୩-୦ରେ ହରାଇଲା ଭାରତ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଆଉ ଏକ ବିଜୟ । ସ୍ପେନକୁ ୩-୦ରେ ହରାଇଛି ଭାରତ । ଋପିନ୍ଦର ପାଲ ସିଂହ ଦୁଇଟି ଓ ସିମରନଜିତ୍ ସିଂହ ଗୋଟିଏ ଗୋଲ ଦେଇଥିଲେ । ସ୍ପେନକୁ ତିନିଟି ପେନାଲ୍ଟି କର୍ଣ୍ଣର…
Read More...

ଟୋକିଓ ଅଲିମ୍ପିକ୍ସ୍‌ରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ହାସଲ କଲେ ମୀରାବାଈ ଚାନୁ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ୍ ୨୦୨୦ର ପ୍ରଥମ ଦିବସରେ ମହିଳା ୪୯ କିଲୋ ଭାରତ୍ତୋଳନ ପ୍ରତିଯୋଗିତାରେ ଶନିବାର ଦିନ ରୌପ୍ୟ ପଦକ ହାସଲ କରି ମୀରାବାଈ ଚାନୁ ପ୍ରଥମ ଭାରତୀୟ ଭାବେ ସ୍ମରଣୀୟ ଗୌରବ ଅର୍ଜନ…
Read More...

ଆଜିଠୁ ଟୋକିଓ ଅଲିମ୍ପିକ୍ସ

ଟୋକିଓ : କରୋନା ମହାମାରୀର ଭୟ, ଏହାକୁ ନେଇ ଜାପାନବାସୀଙ୍କ ବିରୋଧ, ବିକ୍ଷୋଭ, ଚେତାବନୀ ସତ୍ତ୍ବେ ପ୍ରଥମ ଥର ବିନା ଦର୍ଶକରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ୍ସ। ମାନବିକ କ୍ରୀଡ଼ା ଦକ୍ଷତାର…
Read More...

ଅଲିମ୍ପିକ୍ସ: ଟୋକିଓରେ ପହଞ୍ଚିଲେ ପ୍ରଥମ ଦଫା ଭାରତୀୟ

ଟୋକିଓ: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ପ୍ରଥମ ଦଫା ଭାରତୀୟ ଆଥ୍‌ଲେଟ୍‌ ରବିବାର ସକାଳେ ଟୋକିଓରେ ପହଞ୍ଚିଛନ୍ତି। ନିଜ ନିଜର ଶ୍ରେଷ୍ଠ…
Read More...

ଅଲିମ୍ପିକ୍ସରେ ଭାରତୀୟ ଦୌଡ଼କୁଦ ପ୍ରବନ୍ଧକଙ୍କୁ ନେଇ ବିବାଦ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଆୟୋଜିତ ୩୪ତମ ଜାତୀୟ କ୍ରୀଡ଼ାରେ କୋଟି କୋଟି ଟଙ୍କାର ହେରଫେର କରି ଜେଲ୍‌ ଯାଇଥିବା ଦୁର୍ନୀତିଖୋର କ୍ରୀଡ଼ା ସଂଗଠକ ମଧୁକାନ୍ତ ପାଠକଙ୍କୁ ଭାରତୀୟ ଟୋକିଓ ଅଲିମ୍ପିକ୍ସ ଦୌଡ଼କୁଦ ଦଳର…
Read More...

ଟିମ୍ ଇଣ୍ଡିଆର ୨ ଜଣ ଖେଳାଳି କରୋନା ପଜିଟିଭ୍

ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଦୁଇ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପରେ ଟିମ୍ ଇଣ୍ଡିଆର ଖେଳାଳି…
Read More...

ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଓଡ଼ିଆ ଝିଅ ପଦ୍ମିନୀ

ଭୁବନେଶ୍ୱର: ଓଡ଼ିଶାର ଇଣ୍ଟନ୍ୟାସନାଲ ମାଷ୍ଟର (ଆଇଏମ୍‌) ପଦ୍ମିନୀ ରାଉତ ସୋଚିରେ ଚାଲିଥିବା ମହିଳା ଚେସ୍‌ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଥମ ଦିବସରେ ସୋମବାର ଦିନ ଆଜରବାଇଜାନର ମହିଳା…
Read More...

ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ହେଲେ ଦୀପଗ୍ରେସ୍‌ ଏକ୍କା

ଭୁବନେଶ୍ୱର: ଓଡ଼ିଶାର ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ୍‌ ଏକ୍କା ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ମହିଳା ହକି…
Read More...

ରୋହିତ@୩୫: ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ହିଟ୍‌ ମ୍ୟାନ୍‌ ଭାବେ ପରିଗଣିତ ଭାରତୀୟ ଓପ୍‌ନର ରୋହିତ ଶର୍ମାଙ୍କୁ ୩୪ ବର୍ଷ ପୂରିଛି। ଚଳିତ ଆଇପିଏଲ୍‌ରେ ଗୁରୁବାର ରାଜସ୍ଥାନ ରୟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ…
Read More...