ଭୁବନେଶ୍ବର,୩/୫ : ରାଜ୍ୟରେ ଟିକାକରଣ ନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ନୂଆ ଗାଇଡ୍ଲାଇନ୍ ଜାରି କରିଛି । ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ରାଜ୍ୟରେ ଲକ୍ଡାଉନ୍ ଲାଗୁ ହେଉଥିବାରୁ ରାଜ୍ୟ ସରକାର ଟିକାକରଣ ନେଇ ସାନି ବିଜ୍ଞପ୍ତି ଜାରି କରିଛନ୍ତି । ରବିବାର ବ୍ୟତିତ ବାକି ସମସ୍ତ ଦିନରେ ଟିକାକରଣ ଜାରି ରହିବ । ଟିକା ନେବାକୁ ଚାହୁଁଥିବା ବ୍ୟକ୍ତିମାନେ ନିଜ ନିଜ ବ୍ୟବସ୍ଥାରେ ଯାଇ ସୋମବାରରୁ ଶନିବାର ମଧ୍ୟରେ ଟିକା ନେଇପାରିବେ ।

Comments are closed.